Перейти к содержимому

World's Biggest Odita sentences translation// ପୃଥିବୀ ର ବଡ଼ ଓଡ଼ିଆ ବାକ୍ୟ କୁ ଅନୁବାଦ trick

Bandit teaching Trick

0:00 / 0:00

World's Biggest Odita sentences translation// ପୃଥିବୀ ର ବଡ଼ ଓଡ଼ିଆ ବାକ୍ୟ କୁ ଅନୁବାଦ trick

7 423 просмотра · 7 мес. назад
Bandit teaching Trick
1,26 млн подписчиков
7 423 просмотра · 7 мес. назад
ଆପଣଙ୍କୁ English କହିବା କିମ୍ବା Odia ରୁ English କୁ ଅନୁବାଦ କରିବାରେ ଅସୁବିଧା ହେଉଛି କି? 🤔 ଏହି ଭିଡିଓରେ ମୁଁ Model Verb (Would, Could, Should, Might, Must, etc.) କୁ Odia ଭାଷାରେ ବହୁତ ସହଜ ଭାବରେ ବୁଝାଇଛି। ଏହି ଭିଡିଓ ଦେଖି ଆପଣ ଶିଖିପାରିବେ – ✅ Model Verb ର ସଠିକ ବ୍ୟବହାର ✅ Odia ରୁ English କୁ ସହଜରେ ଅନୁବାଦ କରିବା ✅ Spoken English କୁ ମଜବୁତ କରିବା ✅ ବଡ଼ English Sentence ତିଆରି କରିବାର ସହଜ ଟ୍ରିକ ✅ Daily use English speaking practice ଏହି ଭିଡିଓ Students, Spoken English ଶିଖୁଥିବା ଲୋକମାନେ ଏବଂ Beginners ପାଇଁ ବହୁତ ଉପକାରୀ। ଆପଣ English କହିବା ଶିଖିବାକୁ ଚାହୁଁଥିଲେ ଭିଡିଓଟିକୁ ସମ୍ପୂର୍ଣ୍ଣ ଦେଖନ୍ତୁ ଏବଂ ଚ୍ୟାନେଲକୁ Subscribe କରନ୍ତୁ। 🔔 model verb meaning in odia spoken english in odia odia to english translation english grammar in odia learn spoken english model verb use in english english speaking practice odia learn english through odia daily use english sentence spoken english course english grammar for beginners would could should use english learning video odia spoken english class #SpokenEnglish #EnglishGrammar #ModelVerb #LearnEnglish #OdiaToEnglish #EnglishSpeaking #GrammarInOdia #LearnSpokenEnglish #DailyUseEnglish #EnglishLearning