ଆସ ବୁଲଯିବା ବାବା ଗୁପତେଶ୍ୱର କୋରାପୁଟ 🔱🙏🔱🙏/#odia bohu no1 🙏🙏🔱
odia bohu no1
0:00 / 0:00
ଆସ ବୁଲଯିବା ବାବା ଗୁପତେଶ୍ୱର କୋରାପୁଟ 🔱🙏🔱🙏/#odia bohu no1 🙏🙏🔱
80 просмотров · 6 дн. назад
odia bohu no1
139 подписчиков
80 просмотров · 6 дн. назад
ଜୟ ଜଗନ୍ନାଥ! 🙏 ମୁଁ ଜଣେ ଓଡ଼ିଆ ବୋହୂ। ଆମ ଓଡ଼ିଶାର ସଂସ୍କୃତି, ପରମ୍ପରା ଏବଂ ଜଣେ ବୋହୂର ଦୈନନ୍ଦିନ ଜୀବନର କିଛି ସୁନ୍ଦର ମୁହୂର୍ତ୍ତକୁ ନେଇ ମୁଁ ଏହି ଚ୍ୟାନେଲ୍ ଆରମ୍ଭ କରିଛି। ଏଠାରେ ଆପଣମାନେ ଦେଖିବାକୁ ପାଇବେ ସୁଆଦିଆ ଓଡ଼ିଆ ରୋଷେଇ, ପର୍ବପର୍ବାଣୀ (ମାଣବସା ଗୁରୁବାର, ସାବିତ୍ରୀ, ରଜ), ଝୋଟି ଚିତା, ଦୈନନ୍ଦିନ ବ୍ଲଗ୍ (Daily Vlogs) ଏବଂ ଆହୁରି ଅନେକ କିଛି।
ଯଦି ଆପଣଙ୍କୁ ମୋର ଭିଡିଓ ଭଲ ଲାଗୁଛି, ତେବେ ଚ୍ୟାନେଲ୍କୁ SUBSCRIBE କରି ଆମ ପରିବାରର ସଦସ୍ୟ ହୁଅନ୍ତୁ। ଆପଣଙ୍କ ଭଲପାଇବା ମୋ ପାଇଁ ଆଶୀର୍ବାଦ