Перейти к содержимому

ବାଙ୍କୀରେ ଗଛକୁ ଧକ୍କା ଦେଲା ଯାତ୍ରୀବାହୀ ବସ୍ ,ଅଳ୍ପକେ ବର୍ତ୍ତିଲେ ଯାତ୍ରୀ Govt Bus Crashes Into Tree in Banki

Pratidin TV

0:00 / 0:00

ବାଙ୍କୀରେ ଗଛକୁ ଧକ୍କା ଦେଲା ଯାତ୍ରୀବାହୀ ବସ୍ ,ଅଳ୍ପକେ ବର୍ତ୍ତିଲେ ଯାତ୍ରୀ Govt Bus Crashes Into Tree in Banki

1 134 просмотра · 14 часов назад
Pratidin TV
1,77 млн подписчиков
1 134 просмотра · 14 часов назад
ବାଙ୍କୀରେ ଗଛକୁ ଧକ୍କା ଦେଲା ସରକାରୀ ବସ୍ , ଅଳ୍ପକେ ବର୍ତ୍ତିଲେ ଯାତ୍ରୀ l ବାଙ୍କୀ ବ୍ରହ୍ମପୁରା ରୋଡ୍‌ରେ ‘ମୋ ବସ୍‌’ ଦୁର୍ଘଟଣାଗ୍ରସ୍ତ, ଅଳ୍ପକେ ବର୍ତ୍ତିଲା ଯାତ୍ରୀଙ୍କ ଜୀବନ । କଟକ ଜିଲ୍ଲା ବାଙ୍କୀ ବ୍ରହ୍ମପୁରା ରୋଡ୍‌ର ଶବର ସାହି ଛକ ନିକଟରେ ଆଜି ଏକ ଅଭାବନୀୟ ସଡ଼କ ଦୁର୍ଘଟଣା ଘଟିଛି। ଯାତ୍ରୀଙ୍କୁ ନେଇ ଯାଉଥିବା ‘ମୋ ବସ୍‌’ ରାସ୍ତା କଡ଼ରେ ଥିବା ଏକ ଗଛକୁ ଧକ୍କା ଦେଇ ଦୁର୍ଘଟଣାଗ୍ରସ୍ତ ହୋଇଛି। ସୂଚନା ଅନୁସାରେ, ବସ୍‌ଟି ବ୍ରହ୍ମପୁରା ରୋଡ୍‌ ଦେଇ ଯାଉଥିବା ସମୟରେ ଶବର ସାହି ଛକ ନିକଟରେ କୌଣସି କାରଣରୁ ରାସ୍ତା କଡ଼କୁ ଚାଲିଯାଇ ଗଛରେ ପିଟି ହୋଇଥିଲା। ଦୁର୍ଘଟଣା ପରେ ବସ୍‌ରେ ଥିବା ଯାତ୍ରୀମାନଙ୍କ ମଧ୍ୟରେ କିଛି ସମୟ ପାଇଁ ଭୟ ଓ ଆତଙ୍କର ପରିବେଶ ସୃଷ୍ଟି ହୋଇଥିଲା। ତେବେ ଯାତ୍ରୀମାନେ ଅଳ୍ପକେ ବଡ଼ ବିପଦରୁ ବର୍ତ୍ତିଯାଇଥିବା ଜଣାପଡ଼ିଛି। Govt Bus Crashes Into Tree in Banki #BusAccident #RoadAccident #MukhyamantriBus #banki #govtbus Vist our Website :https://www.pratidintv.com/ Like Our Facebook Page:   / pratidinodisha   Folllow Us Instagram :-https://www.instagram.com/pratidintv/... Follow On X :- https://x.com/pratidin_tv Subscribe To Our YouTube Channel:    / @pratidintvodisha   #PratidinTv #PratidinNews #OdishaNews #LatestNews #LatestUpdate #PratidinTvOdisha