Перейти к содержимому

କାହାକୁ କିଛି ନକହି ବାହାରି ପଡ଼ିଲୁ! 😱✈️ | Surprise Trip

Flavours & Footsteps

0:00 / 0:00

କାହାକୁ କିଛି ନକହି ବାହାରି ପଡ଼ିଲୁ! 😱✈️ | Surprise Trip

262 просмотра · 12 дней назад
Flavours & Footsteps
39 подписчиков
262 просмотра · 12 дней назад
❤️ ନମସ୍କାର ଆମ Odia Family! 🙏 ଆମ YouTube journey ର ପ୍ରଥମ ଭିଡିଓ ନେଇ ଆସିଗଲୁ ଆମେ, Sital & Binay! 🥹❤️ ଏଥର ଆମେ ବାହାରିଛୁ ଏକ ବହୁତ special journey ରେ… ✈️🌍 କିନ୍ତୁ କୁଆଡ଼େ ଯାଉଛୁ, ତାହା ଏବେ ବି ରହିଛି suspense ରେ! 😉🤫 ଆମର ଏହି journey ରେ ଆପଣମାନେ ବି ଆମ ସହିତ ରୁହନ୍ତୁ। ଆଗକୁ ଆସୁଛି ଆହୁରି ଅନେକ exciting travel vlogs, beautiful places, fun moments, ନୂଆ experiences ଆଉ ଅନେକ ସୁନ୍ଦର memories! ❤️😍 ଏହା ଆମର ପ୍ରଥମ ପଦକ୍ଷେପ, ଆଉ ଆପଣମାନଙ୍କ ଭଲପାଇବା ଆମ ପାଇଁ ବହୁତ special। 🫶 ତେଣୁ ଭିଡିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ ଏବଂ comment କରି ନିଶ୍ଚୟ କୁହନ୍ତୁ — ଆପଣଙ୍କ ଅନୁମାନରେ ଆମେ କୁଆଡ଼େ ଯାଉଛୁ? 🤔❤️ LIKE 👍 | COMMENT 💬 | SUBSCRIBE 🔔 ଆମ ସହିତ ଏହି ନୂଆ journey ର ଅଂଶ ହୁଅନ୍ତୁ! ❤️ Lots of love, Sital & Binay 🥰 #OdiaVlog #FirstVlog #CoupleVlog #TravelDiaries #OdiaYouTuber #TravelWithUs