Перейти к содержимому

ଯାଜପୁରରେ ବିଜେପି ମହିଳା ମୋର୍ଚ୍ଚାର ବିକ୍ଷୋଭ#jajpur #odishatv #bjpnews #bjpvscongress

ODISHA MAGAZINE

0:00 / 0:00

ଯାଜପୁରରେ ବିଜେପି ମହିଳା ମୋର୍ଚ୍ଚାର ବିକ୍ଷୋଭ#jajpur #odishatv #bjpnews #bjpvscongress

115 просмотров · 3 нед. назад
ODISHA MAGAZINE
43 подписчика
115 просмотров · 3 нед. назад
ମହିଳାଙ୍କ ପ୍ରତି ଅସଦାଚରଣ ଘଟଣାକୁ ବିରୋଧ କରି ଯାଜପୁର ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ କୁଆଖିଆସ୍ଥିତ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ସମ୍ମୁଖରେ ଆଜି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଅବସରରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ସମ୍ପୃକ୍ତ ମଣିପୁର କଂଗ୍ରେସ ସାଂସଦଙ୍କ କୁଶପୁତ୍ତଳିକା ଦାହ କରି ମହିଳାଙ୍କ ସମ୍ମାନ ଓ ସୁରକ୍ଷା ପ୍ରସଙ୍ଗରେ ନିଜର ପ୍ରତିବାଦ ଜଣାଇଥିଲେ l #jajpur #odisha #otv