Перейти к содержимому

Excel ର Ctrl + Enter Shortcut | ଏକାଥରେ Multiple Cell ରେ Data Enter କରନ୍ତୁ | Odia Tutorial

Tech Ajaya

0:00 / 0:00

Excel ର Ctrl + Enter Shortcut | ଏକାଥରେ Multiple Cell ରେ Data Enter କରନ୍ତୁ | Odia Tutorial

82 просмотра · 7 дн. назад
Tech Ajaya
124 подписчика
82 просмотра · 7 дн. назад
ଆପଣ କେବେ Microsoft Excel ରେ ଗୋଟିଏ Data କୁ ଅଲଗା ଅଲଗା Cell ରେ ବାରମ୍ବାର ଲେଖିଛନ୍ତି କି? ଏବେ ଆଉ ଅଲଗା ଅଲଗା ଲେଖିବା କିମ୍ବା Copy-Paste କରିବା ଦରକାର ନାହିଁ! ଏହି ଓଡ଼ିଆ Excel Tutorial ରେ ଶିଖନ୍ତୁ *Ctrl + Enter Shortcut* ବ୍ୟବହାର କରି ଏକାଥରେ ଅନେକ Select ହୋଇଥିବା Cell ରେ Data କିମ୍ବା Formula କିପରି Enter କରିବେ। 📌 ଏହି ଭିଡିଓରେ ଆପଣ ଶିଖିବେ: ✅ Ctrl + Enter Shortcut ଦ୍ୱାରା Multiple Cell Data Entry ✅ ଅଲଗା ଅଲଗା Cell ରେ Delhi ଏକାଥରେ Enter କରିବା ✅ Multiple Cell ରେ AutoSum (Σ) ବ୍ୟବହାର ✅ AVERAGE Formula ବ୍ୟବହାର ✅ Decrease Decimal ଦ୍ୱାରା Decimal Adjust କରିବା ✅ Column Width AutoFit କରିବା ଏହି Shortcut ଆପଣଙ୍କ Excel କାମକୁ ଅଧିକ ସହଜ ଓ ଦ୍ରୁତ କରିବ। ଭିଡିଓଟି ଭଲ ଲାଗିଲେ Like କରନ୍ତୁ, Share କରନ୍ତୁ ଏବଂ ଏହିପରି ଅଧିକ Excel Tips & Tricks ପାଇଁ ଆମ Channel କୁ Subscribe କରନ୍ତୁ। 🎓 Channel: Tech Ajaya #Excel #CtrlEnter #ExcelTips #OdiaTutorial #Excel #CtrlEnter #ExcelTips #ExcelShortcut #AutoSum #AVERAGE #MicrosoftExcel #ExcelInOdia #OdiaTutorial #TechAjaya