ହେ ପ୍ରଭୁ, ଏବେ ମୁଁ କ’ଣ କରିବି? | ଚର୍ଚ୍ଚ ଅଫ୍ ଗଡ୍, ଆନ୍ ସାଙ୍ଗ୍ ହୋଙ୍ଗ୍, ମାତା ପରମେଶ୍ୱର
World Mission Society Church of God / Global
0:00 / 0:00
ହେ ପ୍ରଭୁ, ଏବେ ମୁଁ କ’ଣ କରିବି? | ଚର୍ଚ୍ଚ ଅଫ୍ ଗଡ୍, ଆନ୍ ସାଙ୍ଗ୍ ହୋଙ୍ଗ୍, ମାତା ପରମେଶ୍ୱର
934 просмотра · 4 г. назад
World Mission Society Church of God / Global
148 тыс. подписчиков
934 просмотра · 4 г. назад
[ଆମେ କିପରି ପରମେଶ୍ବରଙ୍କ ଆଶୀର୍ବାଦ ଗ୍ରହଣ କରିପାରିବା?]
ଯେତେବେଳେ ଆମେ ବିଶ୍ୱାସର ଜୀବନରେ ଅସୁବିଧାର ସମ୍ମୁଖୀନ ହେଉ,
ତେବେ ଆମେ ଅଭିଯୋଗ କରିବା ଉଚିତ୍ ନୁହେଁ, ଯେ “ଏହା ମୋ’ ସହିତ କାହିଁକି ହେଲା?”
ଏହା ପରିବର୍ତ୍ତେ, ପରମେଶ୍ବରଙ୍କ ପରିତ୍ରାଣର ଉଦ୍ଦେଶ୍ୟକୁ ଅନୁଭବ କରିବା ଉଚିତ୍
ଯେ “ପରମେଶ୍ୱର ମୋତେ କ’ଣ ଦେବେ? ମୁଁ ତାଙ୍କ ପାଇଁ କ’ଣ କରିପାରିବି?”
ଏବଂ ତାଙ୍କ ମାର୍ଗଦର୍ଶନକୁ ଅନୁସରଣ କରିବା, ଯାହାଫଳରେ ଆମେ ଆଶୀର୍ବାଦ ପ୍ରାପ୍ତ ହୋଇପାରିବା ।
[ଏହାର କାରଣ ଯେ ଚର୍ଚ୍ଚ ଅଫ୍ ଗଡ୍ ର ସଦସ୍ୟମାନେ ଏକତ୍ର ସୁସମାଚାର ପ୍ରଚାର କରନ୍ତି]
ଯେପରି ପରମେଶ୍ବର ଯିରୀହୋର ବିଜୟ ପାଇଁ
ଏବଂ ପାଉଲଙ୍କ ପାଇଁ କାର୍ଯ୍ୟ କରିଥିଲେ ଯିଏ ଅନୁତାପ କରିଥିଲେ,
ଏହି ଯୁଗରେ ପବିତ୍ର ଆତ୍ମାଙ୍କର ଅଦ୍ଭୁତ କାର୍ଯ୍ୟ କେବେ ସାମ୍ନାକୁ ଆସେ
ଯେତେବେଳେ ଆମେ ଖ୍ରୀଷ୍ଟ ଆନ୍ ସାଙ୍ଗ୍ ହୋଙ୍ଗ୍ ଏବଂ ମାତା ପରମେଶ୍ୱରଙ୍କ ବାକ୍ୟ ଅନୁଯାୟୀ
ସୁସମାଚାର ପାଇଁ ପରସ୍ପର ସହିତ କାର୍ଯ୍ୟ କରୁ ।
୨ତୀମଥି ୪:୧-୨
ମୁଁ ଈଶ୍ଵରଙ୍କ ସାକ୍ଷାତରେ, ଆଉ ଯେଉଁ ଖ୍ରୀଷ୍ଟ ଯୀଶୁ ଜୀବିତ
ଓ ମୃତ ଉଭୟଙ୍କର ବିଚାର କରିବାକୁ ଯାଉଅଛନ୍ତି,
ତାହାଙ୍କ ସାକ୍ଷାତରେ, ପୁଣି ତାହାଙ୍କ ପୁନରାଗମନ
ଓ ରାଜ୍ୟର ଶପଥ ଦେଇ ତୁମ୍ଭକୁ ଦୃଢ଼ ଆଜ୍ଞା ଦେଉଅଛି,
ବାକ୍ୟ ପ୍ରଚାର କର, ସମୟରେ କି ଅସମୟରେ ସେଥିରେ ଉଦ୍ଯୋଗୀ ହୁଅ...
ଏହି ଭିଡିଓ ର ପ୍ରକାଶନକାର ବିଶ୍ୱ ମିଶନ ସଂସ୍ଥା ଚର୍ଚ୍ଚ ଅଫ୍ ଗଡ୍ ପାଖରେ ଅଛି । ଆଇନଗତ ଅଧିକାର ନଥିବା ନକଲ ଓ ବିତରଣ ନିଷିଦ୍ଧ ଅଟେ ।
〖World Mission Society Church of God〗https://watv.org
〖WATV Media Cast〗 https://watvmedia.org/or
〖Church of God Introduction〗https://introwmscog.com