Перейти к содержимому

କାଲି ଓଡ଼ିଶା ଖଣିରୁ ୟୁରାନିୟମ ବାହାରିଲେ ବି କେନ୍ଦ୍ର ନେଇଯିବ, ପାର୍ଟି ନଦେଖି BJP ରାସ୍ତାକୁ ଓହ୍ଲାଉନ ! MMDR row

Pratidin TV

0:00 / 0:00

କାଲି ଓଡ଼ିଶା ଖଣିରୁ ୟୁରାନିୟମ ବାହାରିଲେ ବି କେନ୍ଦ୍ର ନେଇଯିବ, ପାର୍ଟି ନଦେଖି BJP ରାସ୍ତାକୁ ଓହ୍ଲାଉନ ! MMDR row

4 281 просмотр · 1 дн. назад
Pratidin TV
1,76 млн подписчиков
4 281 просмотр · 1 дн. назад
କାଲି ଓଡ଼ିଶା ଖଣିରୁ ୟୁରାନିୟମ ବାହାରିଲେ ବି କେନ୍ଦ୍ର ନେଇଯିବ, ପାର୍ଟି ନଦେଖି BJP ରାସ୍ତାକୁ ଓହ୍ଲାଉନ ! ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (OPCC) ଏବଂ ଇଣ୍ଡିଆ (INDIA) ମେଣ୍ଟର ସହଯୋଗୀ ଦଳଗୁଡ଼ିକ କେନ୍ଦ୍ର ସରକାରଙ୍କ MMDR ସଂଶୋଧନ ଅଧିନିୟମ, ୨୦୨୬ ବିରୋଧରେ ଆନ୍ଦୋଳନକୁ ଆହୁରି ତୀବ୍ର କରିଛନ୍ତି। ଓଡ଼ିଶା କଂଗ୍ରେସ ସଭାପତି ଭକ୍ତ ଚରଣ ଦାସ ଆଜି ବିଜେପି ସରକାର ବିରୋଧରେ ଏକ "ଭୟଶୂନ୍ୟ" ଲଢ଼େଇର ଡାକରା ଦେଇଛନ୍ତି ଏବଂ ଖଣି ସମୃଦ୍ଧ ଜିଲ୍ଲାଗୁଡ଼ିକରେ ଆର୍ଥିକ ଅବରୋଧ ଓ ଓଡ଼ିଶା ବନ୍ଦ ପାଇଁ ରଣନୀତି ପ୍ରସ୍ତୁତ କରୁଛନ୍ତି MMDR row #MMDRAct2026 #MiningLaw #OdishaNews #BJP #Election2029 #INDIABloc Vist our Website :https://www.pratidintv.com/ Like Our Facebook Page:   / pratidinodisha   Folllow Us Instagram :-https://www.instagram.com/pratidintv/... Follow On X :- https://x.com/pratidin_tv Subscribe To Our YouTube Channel:    / @pratidintvodisha   #PratidinTv #PratidinNews #OdishaNews #LatestNews #LatestUpdate #PratidinTvOdisha