Перейти к содержимому

ଏଥର ଡିଜେ ବଜାଇଲେ, ଭଲସେ ନାମ ନେବ! | Odisha Reporter

Odisha Reporter

0:00 / 0:00

ଏଥର ଡିଜେ ବଜାଇଲେ, ଭଲସେ ନାମ ନେବ! | Odisha Reporter

1 534 просмотра · 11 часов назад
Odisha Reporter
2,98 млн подписчиков
1 534 просмотра · 11 часов назад
ଏଥର ଡିଜେ ବଜାଇଲେ, ଭଲସେ ନାମ ନେବ! | Odisha Reporter ପାର୍ବଣ ପାଇଁ ଚାରିଆଡ଼େ ଖୁସିର ଆସର । ଛକଠୁ ବଜାର, ଗାଁଠୁ ସହର—ସବୁଠି ଜମୁଛି ଧୁମଧାମର ମାହୋଲ । ଅଗ୍ରପୂଜ୍ୟ ଗଜାନନଙ୍କ ପୂଜାରୁ ଆରମ୍ଭ ହୋଇଥିବା ପାର୍ବଣର ମାହୋଲ ଦୀପାବଳୀ ଯାଏଁ ଚାଲିବ । ପୂଜା ପରେ ଭସାଣୀ । ଆଉ ଭସାଣୀ କଥା ଆସିଲେ ନାଚ, ଗୀତ ସାଙ୍ଗକୁ ଡିଜେର ତାଳରେ ଝୁମନ୍ତି ଯୁବପିଢ଼ି ।ହେଲେ ଏଥର ଚିତ୍ର କିଛି ଭିନ୍ନ । ଭସାଣୀ ପୂର୍ବରୁ ହିଁ ଆକ୍ସନ ମୋଡ୍‌ରେ ବାଲେଶ୍ୱର ପୋଲିସ । ସହରକୁ ଡିଜେ ପଶିବା ଉପରେ ଲାଗିଛି କଡ଼ା ନଜର । #odishareporter #odishanews #odisha #ajirakhabar #ajiranews #dj #bhasani #ganesh #baleswar #police #administration #club #specialpackage #specialstory Odisha Reporter is one of the best Odia news portal in Odisha. Get all the news updates in Odia. ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ | YouTube: http://bit.ly/OdishaReporteronYouTube Web: http://odishareporter.in Facebook:   / odishareporter   Twitter:   / odishareporter   Telegram: https://telegram.me/Odisha_Reporter_o... Instagram:   / odishareporter_official   #OdishaReporter