Перейти к содержимому

OUSSSC Odisha Police Constable Physical Test ର ସମ୍ପୂର୍ଣ୍ଣ ପ୍ରକ୍ରିୟା ଓ Physical Preparation At home

FM Manoj

0:00 / 0:00

OUSSSC Odisha Police Constable Physical Test ର ସମ୍ପୂର୍ଣ୍ଣ ପ୍ରକ୍ରିୟା ଓ Physical Preparation At home

47 027 просмотров · 21 ч назад
FM Manoj
559 тыс. подписчиков
47 027 просмотров · 21 ч назад
🚔 How to Clear OUSSSC Odisha Police Constable Physical PET PST | Complete Preparation Guide | FM Manoj ଓଡ଼ିଶା ପୋଲିସ୍ କନଷ୍ଟେବଳ ନିଯୁକ୍ତି ପାଇଁ Physical Test କିପରି ପାସ୍ କରିବେ? PET ଓ PST ରେ କେଉଁ କେଉଁ ପରୀକ୍ଷା ହେବ? Physical ପାସ୍ କଲେ କ’ଣ ଚାକିରି ପକ୍କା? ଏହି ଭିଡିଓରେ OUSSSC Odisha Police Constable Physical Test ର ସମ୍ପୂର୍ଣ୍ଣ ପ୍ରକ୍ରିୟା ଓ Physical Preparation ବିଷୟରେ ଆଲୋଚନା କରାଯାଇଛି। 📌 ଏହି ଭିଡିଓରେ ଜାଣିବେ: ✅ Odisha Police Constable PET & PST Full Process ✅ Physical Standard Test (PST) କ’ଣ? ✅ Physical Efficiency Test (PET) କ’ଣ? ✅ Running କେତେ ଦୌଡ଼ିବାକୁ ପଡ଼ିବ? ✅ Long Jump ଓ Shot Put ର ନିୟମ ✅ Physical Test ପାସ୍ କରିବା ପାଇଁ କିପରି ପ୍ରସ୍ତୁତି ନେବେ? ✅ Running Speed ଓ Stamina କିପରି ବଢ଼ାଇବେ? ✅ Physical ପାସ୍ କଲେ ଚାକିରି ମିଳିବ କି? ✅ Written Exam ଓ Physical Test ର Selection Process 🎯 Odisha Police Constable Recruitment ପାଇଁ ପ୍ରସ୍ତୁତ ହେଉଥିବା ସମସ୍ତ ଆଶାୟୀ ପ୍ରାର୍ଥୀ ଏହି ଭିଡିଓଟି ନିଶ୍ଚିତ ଦେଖନ୍ତୁ। 📲 Join Our Social Media 📌 Telegram Channel (PDF ପାଇଁ): https://t.me/FMMANOJ 💬 WhatsApp Channel: https://whatsapp.com/channel/0029Va5V... ▶️ YouTube:    / @fmmanoj   ▶️ YouTube:    / @manojmahunta1   📸 Instagram: @fmmanoj 📘 Facebook: FM Manoj 🔔 ନିଯୁକ୍ତି ସମ୍ବନ୍ଧୀୟ ସମସ୍ତ ନୂଆ ଅପଡେଟ୍ ପାଇଁ FM Manoj ଚ୍ୟାନେଲକୁ Subscribe କରନ୍ତୁ। #OdishaPolice #OUSSSC #OdishaPoliceConstable #PET #PST #PhysicalTest #PolicePhysical #OdishaJob #OdishaRecruitment #FMManoj #PolicePreparation #GovernmentJob