ପ୍ରଭୁ ନାମେ କରୁ ବନ୍ଦନା।। Sidhu Nayak New Devotional Song।। Shashank Shekhar।। Full Video
Sidhu Nayak Official
0:00 / 0:00
ପ୍ରଭୁ ନାମେ କରୁ ବନ୍ଦନା।। Sidhu Nayak New Devotional Song।। Shashank Shekhar।। Full Video
11 184 просмотра · 1 месяц назад
Sidhu Nayak Official
1,79 тыс. подписчиков
11 184 просмотра · 1 месяц назад
First and for most we all entire people wish all the priests of the world a very very happy feast of St. John Mary Vianney, the patron and model saint of all the priests.
ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ମହାନ ନାମରେ ସମସ୍ତ ଶ୍ରତା ବନ୍ଧୁଙ୍କୁ Sidhu Nayak Official ତରଫରୁ ନମସ୍କାର।
ପ୍ରଭୁ ଯୀଶୁ ଆମ୍ଭମାନଙ୍କୁ ଆମର ଜନ୍ମ ପୂର୍ବରୁ ଆମ୍ଭମାନଙ୍କୁ ବାଛିଛନ୍ତି ଏବଂ ତାଙ୍କରି ଇଛା ସାଧନ କରିବା ପାଇଁ ସେ ପ୍ରତ୍ୟେକଙ୍କୁ ଆହ୍ୱାନ କରିଥାନ୍ତି। ସମସ୍ତ ଆହ୍ୱାନ ଠାରୁ ଯାଜକୀୟ ଆହ୍ୱାନ ଅତି ଶ୍ରେଷ୍ଠତ୍ତମ କାରଣ, ଏହି ଆହ୍ୱାନ ଦ୍ୱାରା ଆମେ ପ୍ରେରିତିକ ଓ ସୁସମଚାରିକ କାର୍ଯ୍ୟ କରିଥାଉ।
ଖ୍ରୀଷ୍ଟିୟ ଧର୍ମରେ 'ଭୋକେସନ୍' (Vocation) ବା 'ଡାକରା' ଶବ୍ଦଟି ଲାଟିନ୍ ଶବ୍ଦ 'Vocare' ରୁ ଆସିଛି, ଯାହାର ଅର୍ଥ ହେଉଛି "ଆହ୍ୱାନ କରିବା ବା ଡାକିବା"। ଯାଜକତା ଡାକରା ହେଉଛି ପରମେଶ୍ୱରଙ୍କ ଏକ ସ୍ୱତନ୍ତ୍ର ଅନୁଗ୍ରହ ଏବଂ ପବିତ୍ର ଆମନ୍ତ୍ରଣ, ଯାହା ମାଧ୍ୟମରେ ସେ ଜଣେ ବ୍ୟକ୍ତିଙ୍କୁ ସାଧାରଣ ଜୀବନରୁ ପୃଥକ୍ କରି ତାଙ୍କର ସେବା ଏବଂ ଚର୍ଚ୍ଚ (Church) ର ପରିଚାଳନା ପାଇଁ ନିଜ ନିକଟକୁ ଡାକିଥା’ନ୍ତି।
ଏହା କେବଳ ଏକ ବୃତ୍ତି (Profession) କିମ୍ବା କର୍ମ ନୁହେଁ, ବରଂ ଏହା ଏକ ଆଧ୍ୟାତ୍ମିକ ଜୀବନ ଓ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ପ୍ରେମରେ ସମର୍ପିତ ଏକ ଅନନ୍ୟ ଜୀବନଯାତ୍ରା।
ତେଣୁ, ସେହି ଯାଜକମାନଙ୍କ ପବିତ୍ର ଆହ୍ୱାନ କୁ ନେଇ ଗଟିଏ ସୁନ୍ଦର ଓ ମନହର ଆଧ୍ୟାତ୍ମିକ ଗୀତ କରାଯାଇଅଛି, ଯାହା pure clasical and raga based song।
ମୁଁ ଆଶା କରେ କି ଯେ ଏହି ଗୀତ ଆପଣମାନଙ୍କୁ ନିଶ୍ଚିତ ରୂପେ ଭଲ ଲାଗିବ। ଆପଣମାନେ ଯେପରି ମୋର ପୂର୍ବ ଗେତଗୁଡିକୁ ଭଲ ପାଇବା ଦେଇଛନ୍ତି ସେହି ପରି ଏହି ଗୀତ କୁ ମଧ୍ୟ ଅଧିକ ମାତ୍ରାରେ like, share, subscribe and comments ଦ୍ୱାରା ଆପଣମାନଙ୍କ ପ୍ରେମ ଓ ଭଲପାଇବା, ଆଶ୍ରିବାଦ, ପ୍ରାର୍ଥନା ଦର୍ଶାନ୍ତୁ। ଧନ୍ୟବାଦ 🙏🙏🙏
🌹SONG CREDIT🌹
🏵️Singer: Shashank Shekhar
🏵️Composer and producer : Fr. Ashok Kumar Nayak
🏵️Lyricist: Prasana Lima
🏵️Keyboard: Anil Kotta
🏵️Tablist: Pramod
🏵️Dolak: Manish Nanda
🏵️Octapad: Babu Da
🏵️Thumbnail and Video edit : The Edit Hub
🏵️DOP :Rahul Rout
🏵️Mix & Master: Sundarram Jagadala
🏵️Voice Recording: Somyaranjan
🏵️Recorded at: Prativa Studio, Cuttack
Special thanks : Fr. Chitaranjan, Fr. Bidwan Sabhasundar and their families.
#shashankShekharnewodiadevotionalsong
#fr.ashokkumarnayaknewodiachristiansong
#sidhunayaknewodiadevotionalsong
#Sidhunayakgoodfridaysong
#newgoodfridaysong
#hearttouchinggoodfridaysong
#amitpaniodiachristiandevotionalsong
#humansagarodiachristiandevotionalsong
#rabindrasrambutikaodiachristiandevotionalsong
#sridharagantaodiachristiandevotionalsong
#kushagantaodiachristiandevotionalsong
#nirmalnayakodiagloriasong
#sampbhutaodiadevotionalsong
!! ANTY PRIRACY !!
This content is copyright to Sidhu Nayak official unauthorised reproduction redistribution re-upload (audio or video) is strictly prohibited of this material.legal action will be taken against those who violate this copyright material present .