PP MUSIC SONGS#WOMEN CHORUS#DANIEL KHUNTIA#PRAVAT ANAND#ODISHA BEST FEMALE CHOIR#DEVOTIONAL
PP MUSIC SONGS OFFICIAL
0:00 / 0:00
PP MUSIC SONGS#WOMEN CHORUS#DANIEL KHUNTIA#PRAVAT ANAND#ODISHA BEST FEMALE CHOIR#DEVOTIONAL
41 815 просмотров · 3 года назад
PP MUSIC SONGS OFFICIAL
5,72 тыс. подписчиков
41 815 просмотров · 3 года назад
#gospelodiappmusicsongs
#pravatanand
#peytonsahichurch
#prayasproduction
THIS IS A PP MUSIC AUDIO STUDIO PRESENTATION
TUME MAHIMARE PARI PURNA
LYRIC - PRAVAT ANAND
MUSIC - DANIEL KHUNTIA
MUSIC ARRANGEMENT & KEYBOARD PROGRAMING BY- PARIKHIT DAS
RHYTHM - BABU
SUPPORT - DANIEL NAIK, ANIKET MAHARANA & JACOB MAHARANA
BEST ODIA DEVOTIONAL BY BEST WOMEN CHOIR
WATCH AND FEEL THE PRESENCE OF HOLY SPIRIT.....HALLELUJAH
ଆସନ୍ତୁ ଏହି ଗୀତ ଶୁଣିବା ଏବଂ ଅନ୍ୟକୁ ଶୁଣେଇବାରେ ସହଯୋଗୀ ହେବା |
Declaration - No copyright on this song, any one can use anywhere for glory of our Lord. For Karaoke version please serch the link bellow.........
For Karaoke please click on - • Видео
ଗୀତ
ତୁମେ ମହିମାରେ ପରିପୂର୍ଣ
ଭରିଦିଅ ମାନେ ତୁମ ପ୍ରେମ
ତୁମରି ନାମର ମହତ
ଜଗତେ ହେଉ ଉଚ୍ଚାରିତ
ହାଲେଲୁୟା.....ହାଲେଲୁୟା..... ୦
ତୁମେ ମଙ୍ଗଳମୟ, ଦୃଢ ଦୁର୍ଗ ଆମର
ତୁମେ ସଙ୍କଟ କାଳେ, ରକ୍ଷାକର୍ତ୍ତା ଆମର
ତୁମରି ନାମର ଶକତି
ମରତେ ହେଉ ପ୍ରକାଶିତ
ହାଲେଲୁୟା.....ହାଲେଲୁୟା..... ୧
ତୁମ ନାମର ଭୟ, ଆମ ବିଶ୍ୱାସ ଭୂମି
ତୁମ ସନ୍ତାନ ଆମେ, ତୁମେ ଆଶ୍ରୟ ସ୍ଥଳି
ତୁମରି ନାମର ସଂଗୀତ
ଭାରି ଯାଉ ଆମ ଏ ଅଧରେ
ହାଲେଲୁୟା.....ହାଲେଲୁୟା..... ୨
ଆସନ୍ତୁ ଏହି ଖ୍ରୀଷ୍ଟିୟ ଭକ୍ତି ମୂଳକ ଗୀତ ଶିଖିବା, ଶିଖାଇବା ଓ ମିଳିମିଶି ଈଶ୍ୱରଙ୍କ ଗୌରବ କରି ଗାନ କରିବା |
PP MUSIC FILMS - LINKS GIVEN BELLOW - SCAN AND WATCH
https://i.ytimg.com/vi/aC4QOJZ2nqc/de...
ଆମ ସହିତ ଯୋଗାଯୋଗ
୦୬୭୧୭୯୬୧୮୬୭ (JIO FIBER) Wi-Fi
୦୭୬୫୫୮୨୯୬୮୬ (BSNL) STUDIO CONTACT
୦୯୧୨୪୧୬୯୩୫୩ (AIRTEL) WHATS AAP CONTACT
୦୯୬୯୨୨୪୮୨୪୩ (JIO) STUDIO WHATS APP
On any occasion this is the best song to sing and glorify our Lord....
Any one can sing and karaoke version is also available.....go to the uper link for Karaoke....
Enjoy the music, songs and many more in PP MUSIC STUDIO PROGRAM....