ମୁଁ ଜଗନ୍ନାଥ ମାଟିରେ ଜନ୍ମ ll New odia Jagannath bhajan song ll New odia lo-fi song ll
juwan mone
0:00 / 0:00
ମୁଁ ଜଗନ୍ନାଥ ମାଟିରେ ଜନ୍ମ ll New odia Jagannath bhajan song ll New odia lo-fi song ll
1 336 просмотров · 2 нед. назад
juwan mone
156 подписчиков
1 336 просмотров · 2 нед. назад
#newodiajagannathbhajan #mujagannathmatirejanma #souravbharadwaj
Hey YouTube Family❤️
We Are Psa Entertainment Presenting You New Odia Jagannatha Bhajan
" ମୁଁ ଜଗନ୍ନାଥ ମାଟିରେ ଜନ୍ମ "
🎧 Producer - Satabdi Nayak
🎧 Co-producer - Anil Kumar Sahoo
🎧 Psa Team - Jatin,Ritika
Audio Credit
-------------:
🎧 Singer – Sourav Bharadwaj
🎧 Music Director - Bimal Kumar Sahoo
🎧 Lyrics – Rakesh Dash
🎧 Arrangements - Abhishek Panigrahi
🎧 Recorded - Sambit Kumar Mohanty
🎧 Mixing & Mastering - Somesh Satpathy
🎧 Video Director - Milan Dash
🎧 V Asst Director - Sambab Kumar Pani
🎧 Chorus - Surya,Dhiren,Soumya,Munaa
🎧 Publicity Design - Blank Canvas RGF
Keep in Touch With Our Channel, through Like , Share , Subscribe & Don't Forget To Press The Bell 🔔 I-Con For Our Latest Updates 👏🏻
Anti Privacy Warning ⚠
--------------------------------------
This Content Belongs to PSA Entertainment . Any Un-authorised Reproduction , redistribution & re-uploaded is Strictly Prohibited 🚫of this Material . Legal Action Will be Taken Against Those who violate the copyright of this following Material Presented..
Thank You ❤
Mukhda:
କାଇଁ ଯିବି କୁଆଡେ ମୁଁ ଅଲଗା ଧାମ,
ତୋ ଦାଣ୍ଡ ରେ ଅରଜେ ମୁଁ ଲଖିଏ ପୁଣ୍ୟ.!
ତୋର ସିଂଘ ଦୁଆରେ,
ମଥା ଆପେ ନୁଁଏରେ,
କୋଉ ଭାଗ୍ୟ ଫଳ ଇଏ, କୋଉ ଏ କର୍ମ..
ଜଗନ୍ନାଥ.. ମୁଁ ଜଗନ୍ନାଥ.. ମୁଁ ଜଗନ୍ନାଥ ମାଟି ରେ ଜନ୍ମ.. (0)
Antara 01:
ଓଦା ଆଖି ର ତୁ ଦରଜ ବୁଝୁ,
ସେଇଥି ପାଇଁ ତୁ ଦରଦୀ ବନ୍ଧୁ.
ସବୁ ଦେଇଚୁ, ମୁଁ ଭଲ ରେ ଅଛି,
କରୁଣା ତୋର ହଁ ଅପାର ସିନ୍ଧୁ..
ହାତ ଟେକି ଆଗ ରେ,
ନାଚୁ ଥାଏ ଖାଲି ରେ,
ଶାନ୍ତି ପାଏ ଦେଖି ତୋର ଚକା ନୟନ..
ଜଗନ୍ନାଥ.. ମୁଁ ଜଗନ୍ନାଥ.. ମୁଁ ଜଗନ୍ନାଥ ମାଟି ରେ ଜନ୍ମ.. (1)
Antara 02:
ଲୋଡ଼ା ନାହିଁ କିଛି, ନାହିଁ ବି ଲୋଭ,
ତୋ ସାଥେ ଥାଉ ମୋ ଏମିତି ଭାବ..
ଦେଲେ ଆଉଁସି ତୁ, ଯିବି ରେ ଶୋଇ,
ଏ ଆଖି ରେ ଅଛି ଅୟୁତ ନିଦ..
ତୋ ସ୍ୱର୍ଗ ଦୁଆରେ,
ଆଖି ବୁଜି ହଉ ରେ,
ଲିଭି ଯାଉ ଜୀବ ଦ୍ୱୀପ, ଭଜି ତୋ ନାମ..
ଜଗନ୍ନାଥ.. ମୁଁ ଜଗନ୍ନାଥ.. ମୁଁ ଜଗନ୍ନାଥ ମାଟି ରେ ଜନ୍ମ.. (2)