ଚୋରି କରି ଖସି ଯାଉଥିଲା, କଇଁଚ ଧରେଇଦେଲା | Temple Thief Caught After Stealing! | Bhadrak Police | OR
Odisha Reporter
0:00 / 0:00
ଚୋରି କରି ଖସି ଯାଉଥିଲା, କଇଁଚ ଧରେଇଦେଲା | Temple Thief Caught After Stealing! | Bhadrak Police | OR
20 248 просмотров · 15 часов назад
Odisha Reporter
2,99 млн подписчиков
20 248 просмотров · 15 часов назад
ଚୋରି କରି ଖସି ଯାଉଥିଲା, କଇଁଚ ଧରେଇଦେଲା | Odisha Reporter
କଇଁଚ ପ୍ରେମ କିମିଆ କଲା। ପୋଲିସ ପୁରା ନାକରେ ପାଣି ପିଆଇଲା। ଚୋରି କରି ଫେରୁଥିଲା... କଇଁଚ ଦେଖି ମନରେ ଲୋଭ ଆସିଲା। ଆଉ ସେହି ଲୋଭ ହିଁ ତାକୁ ଭଲକି ପାନେ ଦେଲା। ପଛରୁ ମାଡ଼ିବସିଲା ପୋଲିସ ସିଧା ଜେଲ ଗଲା। ଏଭଳି ରୋଚକ ଦୃଶ୍ୟ ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ବାସୁଦେବପୁରରେ। ଏ ଚେହେରା ଉପରେ ଟିକେ ଆଖି ବୁଲେଇ ଆଣନ୍ତୁ। ରାତିରେ ମନ୍ଦିରର ତାଲା ଭାଙ୍ଗିଲା, ଦାନ ହୁଣ୍ଡିରୁ ଟଙ୍କା ଲୁଟିଲା । ଠାକୁରଙ୍କ ଅଳଙ୍କାର ବି ଚୋରି କଲା ।
#OdishaReporter #OdishaNews #Bhadrak #Basudevpur #TempleTheft #TempleRobbery #Thief #Police #CrimeNews #OdishaCrime #TheftCase #TempleCrime #କଇଁଚ #ଚୋରି #ମନ୍ଦିରଚୋରି #ଚୋର #ପୋଲିସ #ଭଦ୍ରକ #ବାସୁଦେବପୁର #ଦାନହୁଣ୍ଡି #ଅଳଙ୍କାରଚୋରି #ଅଭିଯୁକ୍ତ #ଓଡ଼ିଶାଖବର
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: / odishareporter
Twitter: / odishareporter
Telegram: https://telegram.me/Odisha_Reporter_o...
Instagram: / odishareporter_official
#OdishaReporter