ମଦନମଞ୍ଜୁକା | ପ୍ରେମ ବିଛେଦ ଓ ପୁନର୍ମିଳନର ଅଦ୍ଭୁତ କାହାଣୀ | Odia Story
Satya Tales
0:00 / 0:00
ମଦନମଞ୍ଜୁକା | ପ୍ରେମ ବିଛେଦ ଓ ପୁନର୍ମିଳନର ଅଦ୍ଭୁତ କାହାଣୀ | Odia Story
13 674 просмотра · 1 день назад
Satya Tales
6,44 тыс. подписчиков
13 674 просмотра · 1 день назад
ମଦନମଞ୍ଜୁକା — ପ୍ରେମ , ବିରହ ଓ ପୁନର୍ମିଳନର ଏକ ଅଦ୍ଭୁତ କାହାଣୀ।
ପ୍ରେମ, ବିରହ, ସାହସ ଓ ସଂଘର୍ଷରେ ପରିପୂର୍ଣ୍ଣ ମଦନମଞ୍ଜୁକାଙ୍କ ଏହି ରୋମାଞ୍ଚକର କାହାଣୀରେ ଦେଖନ୍ତୁ କିପରି ମନସବେଗଙ୍କ ଦ୍ୱାରା ବନ୍ଦୀ ହୋଇଥିବା ମଦନମଞ୍ଜୁକାଙ୍କୁ ଉଦ୍ଧାର କରିବା ପାଇଁ ନରବାହନଦତ୍ତ ଅନେକ ବାଧା ଓ ସଂଘର୍ଷର ସାମ୍ନା କରନ୍ତି।
ମଦନମଞ୍ଜୁକା ଓ ନରବାହନଦତ୍ତଙ୍କ ପ୍ରେମ, ଦୀର୍ଘ ବିଚ୍ଛେଦ, ମନସବେଗଙ୍କ ସହ ଭୟଙ୍କର ଯୁଦ୍ଧ ଏବଂ ଶେଷରେ ସେମାନଙ୍କର ପୁନର୍ମିଳନ—ଏହି କାହାଣୀ ଆପଣଙ୍କୁ ଏକ ଅଦ୍ଭୁତ ମାୟାମୟ ଜଗତକୁ ନେଇଯିବ।
📖 କଥାସରିତ ସାଗରର କାହାଣୀରୁ ପ୍ରେରିତ ଏକ ଓଡ଼ିଆ କାହାଣୀ ଉପସ୍ଥାପନା।
🎬 ଏହିପରି ଆହୁରି ରୋମାଞ୍ଚକର ପୌରାଣିକ, ସାହିତ୍ୟିକ ଓ ରହସ୍ୟମୟ କାହାଣୀ ଦେଖିବା ପାଇଁ Satya Tales ଚ୍ୟାନେଲକୁ Subscribe କରନ୍ତୁ।
👍 ଭିଡିଓଟି ଭଲ ଲାଗିଲେ Like କରନ୍ତୁ ଏବଂ ନିଜ ମତାମତ Comment ରେ ଜଣାନ୍ତୁ।