Перейти к содержимому

ବାଲେଶ୍ବରରେ ନେତା ପାଉନି ଛାତ୍ର ବିଜେଡି | Odisha Reporter

Odisha Reporter

0:00 / 0:00

ବାଲେଶ୍ବରରେ ନେତା ପାଉନି ଛାତ୍ର ବିଜେଡି | Odisha Reporter

5 459 просмотров · 6 ч назад
Odisha Reporter
2,98 млн подписчиков
5 459 просмотров · 6 ч назад
ନିର୍ବାଚନ ବିଗୁଲ ବାଜୁ ବାଜୁ ପଦାରେ ପଡିଲାଣି ବିଜୁ ଛାତ୍ର ଜନତା ଦଳବିବାଦ । ବାଲେଶ୍ବରରେ ମୁହାଁ ମୁହିଁ ବିସିଜେଡିରେ ଦୁଇ ଛାତ୍ର ଗୋଷ୍ଠୀ । କିଏ ପ୍ରକୃତ ବିସିଜେଡି ନେତା, ତାକୁ ନେଇ ଲାଗିଲାଣି ଟଣାଓଟରା।କାହାକୁ ପ୍ରାର୍ଥୀ କରିବ । କାହା ଉପରେ ଭରସା କରି ନିର୍ବାଚନ ଜିତିବ, ତାକୁ ନେଇ ଦ୍ବନ୍ଦ୍ବରେ ଦଳ #Odisha #OdishaReporter #StudentElection #BCJD #balasore Odisha Reporter is one of the best Odia news portal in Odisha. Get all the news updates in Odia. ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ | YouTube: http://bit.ly/OdishaReporteronYouTube Web: http://odishareporter.in Facebook:   / odishareporter   Twitter:   / odishareporter   Telegram: https://telegram.me/Odisha_Reporter_o... Instagram:   / odishareporter_official   #OdishaReporter