ଖୁବଶୀଘ୍ର କଳିଙ୍ଗା ଘାଟି କାମ ଆରମ୍ଭ କରାଯାଇ , ରାସ୍ତା ଖୋଲା ଯିବ। Kalinga Ghat road Work will begin soon.
Pratidin TV
0:00 / 0:00
ଖୁବଶୀଘ୍ର କଳିଙ୍ଗା ଘାଟି କାମ ଆରମ୍ଭ କରାଯାଇ , ରାସ୍ତା ଖୋଲା ଯିବ। Kalinga Ghat road Work will begin soon.
219 просмотров · 1 час назад
Pratidin TV
1,76 млн подписчиков
219 просмотров · 1 час назад
ଖୁବଶୀଘ୍ର କଳିଙ୍ଗା ଘାଟି କାମ ଆରମ୍ଭ କରାଯାଇ , ରାସ୍ତା ଖୋଲା ଯିବ। ବଦଳିବ କଳିଙ୍ଗା ଘାଟିର ରୂପରେଖ । ବାରମ୍ବାର ଭୂସ୍ଖଳନ୍ ରେ ବେହାଲ ହୋଇ ପଡ଼ିଥିବା କଳିଙ୍ଗା ଘାଟିକୁ ନୂତନ ରୂପ ଦେବାକୁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ ହୋଇଥିବା ଜଣାପଡିଛି। ମଙ୍ଗଳବାର ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ଓ ସୋରଡା ବିଧାୟକ ନୀଳମଣି ବିଷୋୟୀ ଘାଟି ଅଞ୍ଚଳ ପରିଦର୍ଶନ କରି ପାରିପାର୍ଶିକ ସ୍ଥିତି ଅନୁଧ୍ୟାନ କରିବା ସହ ଜାତୀୟ ରାଜପଥ ପ୍ରାଧିକରଣ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ଏଥିସହ ଘାଟିର ବିକଳ୍ପ ରାସ୍ତା ସମ୍ପର୍କରେ ମଧ୍ୟ ଆଲୋଚନା କରିଥିଲେ। ବର୍ତ୍ତମାନ ଘାଟି ସମ୍ପୂର୍ଣ୍ଣ ଅସୁରକ୍ଷିତ ରହିଥିବା ବେଳେ କାହିଁକି ଏଠାରେ ବାରମ୍ବାର ଏଭଳି ଘଟଣା ଘଟୁଛି ତାର ଯାଞ୍ଚ ପାଇଁ ଏକ୍ସପର୍ଟ ଟିମ୍ ଆସି ଯାଞ୍ଚ କରିବା ସହ ସେମାନଙ୍କ ଯାଞ୍ଚ ରିପୋର୍ଟ ଅନୁଯାୟୀ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ଉପସ୍ଥିତ ଅଧିକାରୀ କହିଥିଲେ। ଭୂସ୍ଖଳନ ସ୍ଥଳରେ ପ୍ରବଳ ସ୍ରୋତରେ ପାଣି ଉପରୁ ଆସୁଛି ସେଥି ପାଇଁ ଭୂସ୍ଖଳନ ନେଇ ଆଶଙ୍କା ରହୁଥିବା ବେଳେ ପାଣିର ସ୍ରୋତକୁ ବଦଳାଇବା ଦିଗରେ ପଦକ୍ଷେପ ନେବାକୁ ବିଧାୟକ ଶ୍ରୀ ନାୟକ କହିଥିଲେ । ଜିଲ୍ଲା ପ୍ରଶାସନ ଓ ପରିବହନ ମନ୍ତ୍ରୀ ଏହାର ସ୍ଥିତି ଅନୁଧ୍ୟାନ ସହ ସମୀକ୍ଷା କରିଥିବା ବେଳେ ଖୁବଶୀଘ୍ର କାମ ଆରମ୍ଭ କରାଯାଇ ରାସ୍ତା ଖୋଲା ଯିବା । Kalinga Ghat road Work will begin soon ,Ganjam
#KalingaGhat
#KalingaGhati
#Ganjam
#Kandhamal
#NH157
#OdishaRoads
Vist our Website :https://www.pratidintv.com/
Like Our Facebook Page: / pratidinodisha
Folllow Us Instagram :-https://www.instagram.com/pratidintv/...
Follow On X :- https://x.com/pratidin_tv
Subscribe To Our YouTube Channel: / @pratidintvodisha
#PratidinTv #PratidinNews #OdishaNews #LatestNews #LatestUpdate #PratidinTvOdisha