Перейти к содержимому

ଘରେ ଗୁପଚୁପ୍ Competition! 😂 ₹100 Prize + ଝିଆରୀ ଜିତିଲା?! 💰

Raman Palei Vlogs

0:00 / 0:00

ଘରେ ଗୁପଚୁପ୍ Competition! 😂 ₹100 Prize + ଝିଆରୀ ଜିତିଲା?! 💰

300 просмотров · 7 дн. назад
Raman Palei Vlogs
44 подписчика
300 просмотров · 7 дн. назад
ନମସ୍କାର ବନ୍ଧୁ! 🙏 Raman Palei Vlogs କୁ ସ୍ୱାଗତ! ଆଜି ଘରେ ଗୁପଚୁପ୍ Competition ହେଲା! 😂 ମା ଆଉ ଭାଉଜ ଗୁପଚୁପ୍ ତିଆରି କଲେ, ₹100 Prize ରଖାଗଲା! 💰 ମୁଁ, ମା, ଭାଉଜ ଆଉ ବାପା ପ୍ରତିଯୋଗିତାରେ ଯୋଗ ଦେଲୁ। କିନ୍ତୁ ଝିଆରୀ ଜିତିଲା! 😱 କିପରି? ଦେଖନ୍ତୁ! ସେ Prize ଟଙ୍କାରେ Chicken Stick ଖାଇବ ବୋଲି କହିଲା 😍 ━━━━━━━━━━━━━━━━━━━━ ⏱️ TIMESTAMPS ━━━━━━━━━━━━━━━━━━━━ 00:03 — Hook 😂💰 00:22 — Intro 00:50 — ଗୁପଚୁପ୍ ତିଆରି 👩‍🍳 02:46 — Competition Rules 💰 02:53 — Thali Close-up 😋 03:33 — Competition ଆରମ୍ଭ 🏁 08:32 — ଝିଆରୀ ଜିତିଲା! 🏆 08:52 — Chicken Stick Plan 😍 09:35 — ଘରେ ଶୁଖୁଥିବା ଲୁଗା 👕 09:54 — ଜୁଆଣି ଡବା ଖୋଜା 10:34 — Outro 📱 Instagram — https://www.instagram.com/ramanpalei?... 📱 Facebook —   / 14cbbugibrf   🔔 Like • Comment • Share • Subscribe #RamanPaleiVlogs #OdiaVlog #Gupchup #Panipuri #FamilyCompetition #CuteBaby #Odisha #Mayurbhanj #DailyVlog #OdiaFood #OdiaVlogger #OdiaContent