ଯାଜପୁର ଘାଇ ଭାଙ୍ଗିବା ନେଇ ବିଧାନସଭାରେ ପ୍ରମିଳା ମାଗିଲେ ଜବାବ୍!Pramila Mallik Slams Govt Jajpur Ghai Breach
Pratidin TV
0:00 / 0:00
ଯାଜପୁର ଘାଇ ଭାଙ୍ଗିବା ନେଇ ବିଧାନସଭାରେ ପ୍ରମିଳା ମାଗିଲେ ଜବାବ୍!Pramila Mallik Slams Govt Jajpur Ghai Breach
835 просмотров · 10 часов назад
Pratidin TV
1,76 млн подписчиков
835 просмотров · 10 часов назад
ଯାଜପୁର ଘାଇ ଭାଙ୍ଗିବା ନେଇ ବିଧାନସଭାରେ ପ୍ରମିଳା ମାଗିଲେ ଜବାବ୍! ଯାଜପୁର ଜିଲ୍ଲାର ବନ୍ୟା ଏବଂ ନଦୀବନ୍ଧ ଭାଙ୍ଗିବା (ଘାଇ ସୃଷ୍ଟି) ପ୍ରସଙ୍ଗକୁ ନେଇ ବିଧାନସଭା ଗୃହରେ ବିରୋଧୀ ଦଳ ମୁଖ୍ୟ ସଚେତକ ତଥା ବିଞ୍ଝାରପୁର ବିଧାୟିକା ପ୍ରମିଳା ମଲ୍ଲିକ ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି ପ୍ରମିଳା ମଲ୍ଲିକ ବିଧାନସଭାରେ ଏକ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ଯେ ବିଞ୍ଝାରପୁରର ନୂଆମହାର ନିକଟରେ ଖରସ୍ରୋତା ନଦୀର ବନ୍ଧ ପ୍ରାକୃତିକ ଭାବେ ଭାଙ୍ଗିନାହିଁ। କଣ୍ଟ୍ରାକ୍ଟ କାମ କରାଇବା ଏବଂ ପାଣ୍ଠି ହଡ଼ପ କରିବା ଉଦ୍ଦେଶ୍ୟରେ କେତେକ ଅଧିକାରୀ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକା ଯୋଗୁଁ ନଦୀବନ୍ଧକୁ ସେମାନେ ନିଜେ ଭାଙ୍ଗି ଦେଇଛନ୍ତି, ଯାହାଦ୍ୱାରା ୫୦ ଫୁଟର ଘାଇ ସୃଷ୍ଟି ହୋଇ ପ୍ରାୟ ୫-୭ଟି ପଞ୍ଚାୟତ ଜଳମଗ୍ନ ହୋଇଛି। ସେ ଏହାର ଏକ ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି।Pramila Mallik Slams Govt Jajpur Ghai Breach.
#PramilaMallikSlamsGovt #JajpurGhaiBreach #OdishaAssemblyDebate #FloodContractScam #BinjharpurFloodFury
Vist our Website :https://www.pratidintv.com/
Like Our Facebook Page: / pratidinodisha
Folllow Us Instagram :-https://www.instagram.com/pratidintv/...
Follow On X :- https://x.com/pratidin_tv
Subscribe To Our YouTube Channel: / @pratidintvodisha
#PratidinTv #PratidinNews #OdishaNews #LatestNews #LatestUpdate #PratidinTvOdisha