Перейти к содержимому

କେମିତି ପାଳନ ହେଲା ରାଧାଷ୍ଟମୀ ?✨ ଆସନ୍ତୁ ଦେଖିବା କଣ ସବୁ ହେଲା ❤️ ‪@MadhuDasLifestyle1222‬ । #odiavlog #radhe

Madhu Das Lifestyle

0:00 / 0:00

କେମିତି ପାଳନ ହେଲା ରାଧାଷ୍ଟମୀ ?✨ ଆସନ୍ତୁ ଦେଖିବା କଣ ସବୁ ହେଲା ❤️ ‪@MadhuDasLifestyle1222‬ । #odiavlog #radhe

44 просмотра · 11 дн. назад
Madhu Das Lifestyle
211 подписчиков
44 просмотра · 11 дн. назад
ଜୟ ଶ୍ରୀ କୃଷ୍ଣ, ଜୟ ଶ୍ରୀ ରାଧେ! 🙏🌸 ଆପଣ ସମସ୍ତଙ୍କୁ ମୋ ଚ୍ୟାନେଲ୍‌ "Madhu Das lifestyle" କୁ ବହୁତ ବହୁତ ସ୍ଵାଗତ। ଚଳିତ ବର୍ଷ ଆମ ଘରେ ରାଧାଷ୍ଟମୀ ବ୍ରତ ଓ ପୂଜା କେମିତି ପାଳନ କରାଗଲା, ଭୋଗରେ କଣ କଣ ସବୁ ପ୍ରସ୍ତୁତ ହେଲା—ସେହି ସବୁ ସୁନ୍ଦର ମୁହୂର୍ତ୍ତକୁ ନେଇ ଆଜିର ଏହି ଭିଡିଓ। ଆଶା କରୁଛି ଆପଣମାନଙ୍କୁ ଆଜିର ଏହି ଭ୍ଲଗ୍‌ଟି ନିଶ୍ଚୟ ପସନ୍ଦ ଆସିବ। ଯଦି ଭିଡିଓଟି ଭଲ ଲାଗେ, ତେବେ ଲାଇକ, କମେଣ୍ଟ ଏବଂ ସେୟାର କରିବାକୁ ଜମାରୁ ଭୁଲିବେନି! ଆଉ ଯଦି ଚ୍ୟାନେଲ୍‌ରେ ନୂଆ ଅଛନ୍ତି, ତେବେ ଏବେ ହିଁ SUBSCRIBE କରି ଘଣ୍ଟି ବଟନ୍‌କୁ ଦବାଇ ଦିଅନ୍ତୁ।🔔✨ ଧନ୍ୟବାଦ! ଆପଣଙ୍କ ଦିନଟି ଶୁଭ ହେଉ। 😇 #radhaashtami #radhastamivlog #odiavlog #madhudaslifestyle #odialifestylevlog #festivevibes #radheradhe #odiafestival #dailyvlog #pojavlog