'Jay Jagannath': PM Modi Starts Speech At RBI Data Centre Inauguration In Jatni | Argus News
Argus News
0:00 / 0:00
'Jay Jagannath': PM Modi Starts Speech At RBI Data Centre Inauguration In Jatni | Argus News
2 632 просмотра · 2 дн. назад
Argus News
1,97 млн подписчиков
2 632 просмотра · 2 дн. назад
'Jay Jagannath': PM Modi Starts Speech At RBI Data Centre Inauguration In Jatni | Argus News
ଜଟଣୀଠାରେ ଭାରତୀୟ ରିଜର୍ଭ ବ୍ୟାଙ୍କ (RBI)ର ଅତ୍ୟାଧୁନିକ ଡାଟା ସେଣ୍ଟର ଓ ସାଇବର ସୁରକ୍ଷା ପ୍ରତିଷ୍ଠାନକୁ ଲୋକାର୍ପଣ କରି ‘ଜୟ ଜଗନ୍ନାଥ’ ଉଚ୍ଚାରଣ ସହ ଭାଷଣ ଆରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ମହାପ୍ରଭୁଙ୍କ ଆଶୀର୍ବାଦରୁ ନୂଆ ଭାରତକୁ ଏହି ନୂତନ ସଂସ୍ଥାନ ଉପହାର ମିଳିଛି ଏବଂ ଏହା ଓଡ଼ିଶା ସହ ସମଗ୍ର ଦେଶବାସୀଙ୍କ ପାଇଁ ବେଶ୍ ହିତକାରୀ ସାବ୍ୟସ୍ତ ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସମାଜର ଶେଷ ବ୍ୟକ୍ତି ପାଖରେ ବିକାଶର ସୁଫଳ ପହଞ୍ଚାଇବା ଆମ ସରକାରଙ୍କ ମୂଳ ଲକ୍ଷ୍ୟ ବୋଲି ପ୍ରକାଶ କରି ପ୍ରାୟ ୧୭୦ କୋଟି ଟଙ୍କାର ଏହି ମେଗା ପ୍ରକଳ୍ପ ଦେଶର ଡିଜିଟାଲ୍ ସୁରକ୍ଷାକୁ ଆହୁରି ସୁଦୃଢ଼ କରିବ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।
#PMModi #ModiSpeech #JaiJagannath #RBIDataCentre #Jatni #NarendraModiLive #DigitalIndia #CyberSecurity #PMModiInOdisha #KhordhaNews #OdishaNews #OdiaNews #BreakingNews #ArgusNews
-----
'ଅର୍ଗସ ନ୍ୟୁଜ୍' ଓଡ଼ିଶାର ଅଗ୍ରଣୀ ନ୍ୟୁଜ୍ ଚ୍ୟାନେଲମାନଙ୍କ ମଧ୍ୟରୁ ଗୋଟିଏ । ଆମେ ସବୁବେଳେ ଲୋକଙ୍କ ପାଖରେ ତାଜା ଖବର ସହ ନିର୍ଭୁଲ ଏବଂ ସଠିକ୍ ଖବର ପହଞ୍ଚାଇବାକୁ ଚେଷ୍ଟା କରୁ । ରାଜନୀତି ସମ୍ପର୍କିତ ଖବର ସହ ବ୍ରେକିଂ ଖବର, ଖେଳ ଖବର, ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ଖବର, ସ୍ୱାସ୍ଥ୍ୟ ଓ ବ୍ୟବସାୟ ସମ୍ପର୍କିତ ଖବର ଦେଖାଇବାରେ ଆମେ ସବୁବେଳେ ଅନ୍ୟମାନଙ୍କଠାରୁ ଭିନ୍ନ । ତେଣୁ ରାଜ୍ୟର ଯେ କୌଣସି ଖବର ପାଇଁ ଆମ ସହ ଯୋଡ଼ି ହେଇ ରୁହନ୍ତୁ, ଆଉ ଦେଖୁଥାନ୍ତୁ ଅର୍ଗସ ନ୍ୟୁଜ୍ ।
Argus News brings you the latest and most reliable news updates from Odisha, India, and around the world. As Odisha’s fastest-growing news channel, Argus News is available on satellite TV and across multiple digital platforms, delivering news with speed, accuracy, and responsibility.
Odisha News , Breaking News, Live news updates, Odia News Live, Live Odia News, Latest odisha news, odisha news today, odisha politics, odisha latest updates
****
Visit Our Official Website: https://www.argusnews.in/ (Odia)
Visit Our Official Website: https://argusenglish.in/ (English)
iOS App: http://bit.ly/ArgusNewsiOSApp
Android App: http://bit.ly/ArgusNewsAndroidApp
Live TV: https://argusnews.in/live-tv/
Facebook: / argusnews.in
Youtube : / theargusnewsodia
Twitter: / argusnews_in
Instagram: / argusnewsin
Argus News Is Available on:
TataPlay channel No - 1780
Airtel TV channel No - 609
Dish TV channel No - 1369
d2h channel No - 1757
SITI Networks HYD - 12
Hathway - 732
GTPL KCBPL - 713
SITI Networks Kolkata - 460
& other Leading Cable Networks
You Can WhatsApp Us Your News On- 8480612900
***
#ArgusNews #ArgusNewsLive #ArgusNewsOdisha #ArgusDigital #ArgusSpecial #ArgusNewsOdia #ArgusUpdate