Перейти к содержимому

ନବୀନ, ମମତା ହାରିଲେ ଜ୍ଞାନେଶ କୁମାର ପାଇଁ, ସୁପ୍ରିମକୋର୍ଟ କୁ ଲାଜ ଲାଗିବା କଥା! Gyanesh Kumar must resign ASAP

Pratidin TV

0:00 / 0:00

ନବୀନ, ମମତା ହାରିଲେ ଜ୍ଞାନେଶ କୁମାର ପାଇଁ, ସୁପ୍ରିମକୋର୍ଟ କୁ ଲାଜ ଲାଗିବା କଥା! Gyanesh Kumar must resign ASAP

44 920 просмотров · 21 час назад
Pratidin TV
1,76 млн подписчиков
44 920 просмотров · 21 час назад
ନବୀନ, ମମତା ହାରିଲେ ଜ୍ଞାନେଶ କୁମାର ପାଇଁ, ସୁପ୍ରିମକୋର୍ଟ କୁ ଲାଜ ଲାଗିବା କଥା !ଜ୍ଞାନେଶ ହେଉଛି ବିଜେପି ସରକାରର ଚାମଚା । ତୁରନ୍ତ ଇସ୍ତଫା ଦେବା ଦରକାର । ଭୋଟ ଚୋରି ପାଈ ମୁଖ୍ୟ ନିର୍ବାଚନ କମିଶନର ନିଯୁକ୍ତି ପ୍ରକ୍ରିୟାରେ ବିଭ୍ରାଟ କରିଥିଲେ । ବିଜେପି ହାତରେ ନିର୍ବାଚନ କମିଶନର । ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର ଭୋଟ ତାଲିକାରେ ହେରଫେର କରିଥିବା ଅଭିଯୋଗ ହେଉଛି । ଅନ୍ୟ ଦୁଇ କମିଶନର ସୁଖବୀର ସିଂ ସାନ୍ଧୁ ଏବଂ ବିବେକ ଯୋଶୀ ୧୦ ମାସ ମଧ୍ୟରେ ୧୪ ଥର ନିଷ୍ପତ୍ତିକୁ ନେଇ ଆପତ୍ତି ଉଠାଇଥିଲେ। ଆପତ୍ତି ଅଭିଯୋଗକୁ ସାମ୍ନାକୁ ଅଣାଯାଉ । ସୁପ୍ରିମକୋର୍ଟ ଓ CJI କାହିଁକି ଚୁପ୍ ରହିଛନ୍ତି । ବିନା ଭୋଟ ଚୋରି କରିକି ବିଜେପି ଜିତିବ ଅସମ୍ଭବ । ୧୩ କୋଟି ରୁ ୯୯% genuine ଭୋଟର ରହିଛନ୍ତି । ଭୋଟ ଜିତିବା ପାଇଁ ବିରୋଧ ଭୋଟ କୁ କଟାଯାଇଛି । ବିଜେପି କାହିଁକି ଜ୍ଞାନେଶକୁ ସମର୍ଥନ କରୁଛି । ନିଜ ଦୋଷ ନିଜେ ଦେଖାଉଛି । ୨୦୧୪ ରୁଭୋଟ ଚୋରି ପ୍ରକ୍ରିୟା ବିଜେପି ଆରମ୍ଭ କରିଛି । Gyanesh Kumar must resign ASAP #GyaneshKumar #ElectionCommissionControversy #ECIRift #OdiaNews #bhubaneswarnews Vist our Website :https://www.pratidintv.com/ Like Our Facebook Page:   / pratidinodisha   Folllow Us Instagram :-https://www.instagram.com/pratidintv/... Follow On X :- https://x.com/pratidin_tv Subscribe To Our YouTube Channel:    / @pratidintvodisha   #PratidinTv #PratidinNews #OdishaNews #LatestNews #LatestUpdate #PratidinTvOdisha