ସୁଜାତା ବନାମ ଅପରାଜିତା | The Quiver News
THE Quiver News
0:00 / 0:00
ସୁଜାତା ବନାମ ଅପରାଜିତା | The Quiver News
8 081 просмотр · 18 ч назад
THE Quiver News
287 тыс. подписчиков
8 081 просмотр · 18 ч назад
#ସୁଜାତା_ବନାମ_ଅପରାଜିତା
ଏଥର ରାଜ୍ୟ ରାଜନୀତି ବେଶ ରୋଚକ ହେବ । ପଞ୍ଚାୟତ ନିର୍ବାଚନରେ ଉଭୟ ବିଜେଡି ଓ ବିଜେପିରୁ ଏଥର ଦୁଇ ଷ୍ଟାର ମଇଦାନକୁ ଓହ୍ଲାଇବେ । ବିଜେପିର ଏମପି ଅପରାଜିତା ଷଢ଼ଙ୍ଗୀ ଓ ବିଜେଡିର ସାଧାରଣ କର୍ମୀ ସୁଜାତା ରାଉତ । ଦୁହେଁ ପ୍ରଶାସିକାରୁ ରାଜନୀତିକୁ ଆସିଛନ୍ତି । ଦୁହିଁଙ୍କ ଲଢ଼େଇକୁ ଦେଖିବ ରାଜ୍ୟ । ଜଣେ ଦଳୀୟ ରଣନୀତିରେ କାମ କରିବେ ଆଉ ଜଣେ ଦଳର ରଣନୀତିକୁ ନିଜ ଇଚ୍ଛାରେ ବି ନେଇ ପାରିବେ । ସେ ଯାହା ହେଉ ଅପରାଜିତା ଓ ସୁଜାତା ସାମ୍ନାସାମ୍ନି ହେଲେ କ’ଣ ହେବ ଫଳ ତାହା ସବୁଠି ଚର୍ଚ୍ଚାର ବିଷୟ ।
#thequiver #thequivernews #latestnews #todaynews #odishapolitics #odishanews #viralvideo #SujataVsAparajita #aparajitasarangi #SujataRaut #panchayatelections #bjdvsbjp #politicalfight #IASinPolitics #OdishaBGP #bjd #bjp #OdishaPoliticalWar #missionshakti #vkpandian #odisha #politicalbattle #panchayatpolls #politicalstrategy #OdishaWomenLeaders #naveenpatnaik #mohancharanmajhi #politicalnews
The Quiver News is the leading digital news platform in Odisha brings the latest update and insights in politics, business, health, education, technology, sports etc... in Odisha, India and around the World. Stay ahead with the breaking updates with THE Quiver News!
Get Touch With Us!
--------------------------
Subscribe "The Quiver News" in YouTube! / @thequivernews
Like us in Facebook: / thequiverofficial
Follow us in Instagram: / thequivernews
Follow us in Twitter: / thequivernews
Visit our website: https://thequiver.in/
Follow us in LinkedIn: / thequivernews
#thequiver #thequivernews #odishapolitics