ଦୀପାବଳି ପୂର୍ବରୁ ଘରର ଏହି ଜିନିଷ ସବୁ ପ୍ରଥମେ ବାହାର କରନ୍ତୁ। Decluttering କରି ଘରକୁ ହାଲୁକା କରନ୍ତୁ।#gruhini
ଗୃହିଣୀ
0:00 / 0:00
ଦୀପାବଳି ପୂର୍ବରୁ ଘରର ଏହି ଜିନିଷ ସବୁ ପ୍ରଥମେ ବାହାର କରନ୍ତୁ। Decluttering କରି ଘରକୁ ହାଲୁକା କରନ୍ତୁ।#gruhini
7 824 просмотра · 3 дн. назад
ଗୃହିଣୀ
690 подписчиков
7 824 просмотра · 3 дн. назад
🪔 Diwali ପୂର୍ବରୁ ଘରର ଅନାବଶ୍ୟକ ଜିନିଷ ହଟାନ୍ତୁ!
ଘରକୁ ସଫା ଓ ସୁନ୍ଦର କରିବା ପାଇଁ ପ୍ରଥମେ ଅନାବଶ୍ୟକ ଜିନିଷଗୁଡ଼ିକୁ ହଟାଇବା ଜରୁରୀ। ❤️ ଏହି ଭିଡିଓରେ ଜାଣନ୍ତୁ ସହଜ Decluttering Tips, ଯାହାଦ୍ୱାରା ଆପଣ Diwali ପୂର୍ବରୁ ଘରକୁ ଅଧିକ ସୁନ୍ଦର, ଖୋଲା ଓ ଅବ୍ୟବସ୍ଥାମୁକ୍ତ କରିପାରିବେ।
ଭିଡିଓଟି ଭଲ ଲାଗିଲେ Like, Share ଓ Gruhini ଚ୍ୟାନେଲକୁ Subscribe କରନ୍ତୁ। 💗
#DiwaliCleaning #Decluttering #OdiaGruhini #OdiaHomeTips #DiwaliPreparation