ରକ୍ଷ୍ୟା କର ଯୀଶୁ, ରକ୍ଷ୍ୟା କର,ତୁମ ପଥେ ଚାଲିବି ମୁଁ ହୃଦୟ ଧରି /// Tuma Pathe Chalibi Mu Hrudaya Dhari.
Zion Voice
0:00 / 0:00
ରକ୍ଷ୍ୟା କର ଯୀଶୁ, ରକ୍ଷ୍ୟା କର,ତୁମ ପଥେ ଚାଲିବି ମୁଁ ହୃଦୟ ଧରି /// Tuma Pathe Chalibi Mu Hrudaya Dhari.
81 064 просмотра · 8 месяцев назад
Zion Voice
1,87 тыс. подписчиков
81 064 просмотра · 8 месяцев назад
ରକ୍ଷ୍ୟା କର ଯୀଶୁ, ରକ୍ଷ୍ୟା କର,
ତୁମ ପଥେ ଚାଲିବି ମୁଁ ହୃଦୟ ଧରି,
ରକ୍ଷ୍ୟା କର ଯୀଶୁ, ଜୀବନ ଭରି ।
ରକ୍ଷ୍ୟା କର ଯୀଶୁ, ରକ୍ଷ୍ୟା କର,
ତୁମ ପଥେ ଚାଲିବି ମୁଁ ହୃଦୟ ଧରି,
ରକ୍ଷ୍ୟା କର ଯୀଶୁ, ଜୀବନ ଭରି ।
ଅନ୍ଧକାର ପଥେ ଯେବେ ଚାଲିଯାଏ ମନ,
ଭୟର ଛାୟା ରେ ରହେ ଏ ଜୀବନ।
ତୁମ ନାମ ଡାକି ଉଠେ ହୃଦୟ ମୋର,
ହେ ପ୍ରଭୁ ଯୀଶୁ, ଧର ହାତ ମୋର।
ଅନ୍ଧକାର ପଥେ ଯେବେ ଚାଲିଯାଏ ମନ,
ଭୟର ଛାୟା ରେ ରହେ ଏ ଜୀବନ।
ତୁମ ନାମ ଡାକି ଉଠେ ହୃଦୟ ମୋର,
ହେ ପ୍ରଭୁ ଯୀଶୁ, ଧର ହାତ ମୋର।
ରକ୍ଷ୍ୟା କର ଯୀଶୁ, ରକ୍ଷ୍ୟା କର,
ତୁମ ପଥେ ଚାଲିବି ମୁଁ ହୃଦୟ ଧରି,
ରକ୍ଷ୍ୟା କର ଯୀଶୁ, ଜୀବନ ଭରି ।
ଝଡ଼ ଆସେ ଯେବେ ଜୀବନ ସାଗରେ,
ଡୁବୁଥିବା ମୋ ନଉକା ତୁମ ନାମ ଧରେ।
ଶାନ୍ତିର ସ୍ୱରେ ତୁମେ କହ ଏକଥା,
“ଭୟ କରନି, ମୁଁ ଅଛି ସଦା।”
ଝଡ଼ ଆସେ ଯେବେ ଜୀବନ ସାଗରେ,
ଡୁବୁଥିବା ମୋ ନଉକା ତୁମ ନାମ ଧରେ।
ଶାନ୍ତିର ସ୍ୱରେ ତୁମେ କହ ଏକଥା,
“ଭୟ କରନି, ମୁଁ ଅଛି ସଦା।
ରକ୍ଷ୍ୟା କର ଯୀଶୁ, ରକ୍ଷ୍ୟା କର,
ତୁମ ପଥେ ଚାଲିବି ମୁଁ ହୃଦୟ ଧରି,
ରକ୍ଷ୍ୟା କର ଯୀଶୁ, ଜୀବନ ଭରି ।
ପାପର ଭାରେ ନତ ଥିଲା ଯେବେ ମନ,
କ୍ରୁଶରେ ଦେଲ ତୁମେ ପବିତ୍ର ବଳିଦାନ।
ଯୀଶୁ ଜୀବନ ଦେଲ ତୁମ ରକ୍ତ ରେ,
ହେ ଉଦ୍ଧାରକ, ମୁ ତୁମକୁ ନମନ କରେ।
ପାପର ଭାରେ ନତ ଥିଲା ଯେବେ ମନ,
କ୍ରୁଶରେ ଦେଲ ତୁମେ ପବିତ୍ର ବଳିଦାନ।
ଯୀଶୁ ଜୀବନ ଦେଲ ତୁମ ରକ୍ତ ରେ,
ହେ ଉଦ୍ଧାରକ, ମୁ ତୁମକୁ ନମନ କରେ।
ରକ୍ଷ୍ୟା କର ଯୀଶୁ, ରକ୍ଷ୍ୟା କର,
ତୁମ ପଥେ ଚାଲିବି ମୁଁ ହୃଦୟ ଧରି,
ରକ୍ଷ୍ୟା କର ଯୀଶୁ, ଜୀବନ ଭରି ।
ରକ୍ଷ୍ୟା କର ଯୀଶୁ, ରକ୍ଷ୍ୟା କର,
ତୁମ ପଥେ ଚାଲିବି ମୁଁ ହୃଦୟ ଧରି,
ରକ୍ଷ୍ୟା କର ଯୀଶୁ, ଜୀବନ ଭରି ।
ରକ୍ଷ୍ୟା କର ଯୀଶୁ, ଜୀବନ ଭରି,
ତୁମ ପଥେ ଚାଲିବି ମୁଁ ହୃଦୟ ଧରି।