୫ ଜଣ ବିଧାୟକଙ୍କୁ ନୋଟିସ | Odisha Reporter
Odisha Reporter
0:00 / 0:00
୫ ଜଣ ବିଧାୟକଙ୍କୁ ନୋଟିସ | Odisha Reporter
1 695 просмотров · 4 ч назад
Odisha Reporter
2,99 млн подписчиков
1 695 просмотров · 4 ч назад
୫ ଜଣ ବିଧାୟକଙ୍କୁ ନୋଟିସ
ହାଇକୋର୍ଟ ରେ ରାଜ୍ୟସଭାରେ କ୍ରସ ଭୋଟିଂ ନେଇ ବିଜେଡ଼ି ଦ୍ୟରସ୍ତ ପରେ ହାଇକୋର୍ଟ ୫ ଜଣ ବିଧାୟକଙ୍କୁ ନୋଟିସ ପରେ ବିଜେଡ଼ି ବିଧାୟିକା ପ୍ରମିଳା ମଲ୍ଲିକ ଙ୍କ ପ୍ରତିକ୍ରିୟା । ବାଚସ୍ପତି ଆମ ଆବେଦନ କୁ ଗ୍ରହଣ ନ କରିବାରୁ ରାଜ୍ୟସଭାରେ କ୍ରସ ଭୋଟିଂ ନେଇ ଆମେ ହାଇକୋର୍ଟ କୁ ଯାଇଥିଲୁ। ହାଇକୋର୍ଟ ୫ ଜଣ ବିଧାୟକ ଙ୍କୁ ନଟିଶ କରିଛନ୍ତି ମତାମତ ରଖିବା ଲାଗି। ଆସନ୍ତା ଜାନୁଆରୀ ୧୧ ସୁଦ୍ଧା ଜବାବ ଦାଖଲ ପାଇଁ ହାଇକୋର୍ଟ ନୋଟିସ୍ କରିଛନ୍ତି ।
#odishareporter #politics #bjd
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: / odishareporter
Twitter: / odishareporter
Telegram: https://telegram.me/Odisha_Reporter_o...
Instagram: / odishareporter_official
#OdishaReporter