Перейти к содержимому

😲 ଦେଖନ୍ତୁ ଆମ ଦୀପାବଳି ବାଣ କଲେକ୍ସନ୍

Mr. Dev Darshan

0:00 / 0:00

😲 ଦେଖନ୍ତୁ ଆମ ଦୀପାବଳି ବାଣ କଲେକ୍ସନ୍

4 415 просмотров · 2 нед. назад
Mr. Dev Darshan
207 подписчиков
4 415 просмотров · 2 нед. назад
🎆🙏 ଆମ ଘରର ଦୀପାବଳି ସପିଂ | ଏତେ ସାରା ବାଣ! 😱❤️ ନମସ୍କାର ବନ୍ଧୁମାନେ 🙏❤️ ଜୟ ଜଗନ୍ନାଥ 🙏 ଆଜିର ଏହି ଭିଡିଓରେ ଆମ ଦୀପାବଳି ପାଇଁ କିଣାକିଣି ଓ ଘରେ ଆସିଥିବା ବିଭିନ୍ନ ପ୍ରକାରର ବାଣ ଦେଖିବାକୁ ପାଇବେ। 🎇🥰 ପରିବାର ସହିତ ପର୍ବପର୍ବାଣୀର ଖୁସି ବାଣ୍ଟିବାର ଏକ ଛୋଟ ପ୍ରୟାସ। ଆପଣମାନଙ୍କୁ ଆମର ଏହି ଭିଡିଓ ଭଲ ଲାଗିଲେ Like 👍, Comment 💬, Share ❤️ କରନ୍ତୁ ଏବଂ ଆମ ଚ୍ୟାନେଲକୁ Subscribe କରିବାକୁ ଭୁଲିବେ ନାହିଁ। 🔔 ⚠️ ସୁରକ୍ଷା ବାର୍ତ୍ତା: ବାଣ କେବଳ ଆଇନସମ୍ମତ ଓ ଅନୁମୋଦିତ ହେଲେ ବ୍ୟବହାର କରନ୍ତୁ। ପିଲାମାନଙ୍କୁ ବାଣଠାରୁ ଦୂରରେ ରଖନ୍ତୁ। ବାଣ ଫୁଟାଇବା ସମୟରେ ବୟସ୍କଙ୍କ ତତ୍ତ୍ୱାବଧାନ, ସୁରକ୍ଷିତ ଦୂରତା ଓ ସମସ୍ତ ସୁରକ୍ଷା ନିୟମ ପାଳନ କରନ୍ତୁ। ପରିବେଶ ଓ ଅନ୍ୟମାନଙ୍କ ସୁରକ୍ଷାକୁ ଗୁରୁତ୍ୱ ଦିଅନ୍ତୁ। ଆପଣମାନଙ୍କୁ ଦୀପାବଳିର ଅନେକ ଅନେକ ଶୁଭେଚ୍ଛା। 🪔✨ #OdiaVlog #DiwaliShopping #OdiaFamilyVlog #DiwaliCelebration #OdiaYouTuber #JayJagannath