ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ | ୨୫.୦୯.୨୦୨୬ |
Samabaya Bibhaga
0:00 / 0:00
ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ | ୨୫.୦୯.୨୦୨୬ |
6 278 просмотров · Трансляция закончилась 5 дней назад
Samabaya Bibhaga
571 подписчик
6 278 просмотров · Трансляция закончилась 5 дней назад
ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ
ସମବାୟ ବ୍ୟବସ୍ଥାକୁ ଆହୁରି ସଶକ୍ତ ଓ ସୁଦୃଢ଼ କରିବା ପାଇଁ ରାଜ୍ୟବ୍ୟାପୀ ଆରମ୍ଭ ହେବାକୁଯାଉଛି ‘ମେଗା ସଦସ୍ୟତା ମହାଅଭିଯାନ’। ସେପ୍ଟେମ୍ବର ୨୫ ତାରିଖ, ଶୁକ୍ରବାର ଦିନ ଭୁବନେଶ୍ଵରସ୍ଥିତ ଓୟୁଏଟି (OUAT), କୃଷି ଶିକ୍ଷା ସଦନଠାରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ କରକମଳରେ ଏହି ଅଭିଯାନର ଶୁଭାରମ୍ଭ କରାଯାଉଛି।
ଗ୍ରାମାଞ୍ଚଳର ପ୍ରତ୍ୟେକ ପରିବାରରୁ ଅତି କମରେ ଜଣଙ୍କୁ ସମବାୟ ସମିତିରେ ଯୋଡ଼ିବା ଏହି ମେଗା ସଦସ୍ୟତା ଅଭିଯାନର ଲକ୍ଷ୍ୟ। ଏଥିରେ ଅନୁସୂଚିତ ଜାତି, ଜନଜାତିଙ୍କ ସମେତ ମହିଳା ଓ ଯୁବପିଢ଼ିଙ୍କୁ ବିଶେଷ ଗୁରୁତ୍ୱ ଦିଆଯିବ।