ଗ୍ୟାସ ଓ ଏସିଡିଟି ସମସ୍ୟା – କେମିତି ପାଇବେ ମୁକ୍ତି? | Dr Shakti Prasad Choudhury on Gas & Acidity in Odia
Swasthya Plus Odia
0:00 / 0:00
ଗ୍ୟାସ ଓ ଏସିଡିଟି ସମସ୍ୟା – କେମିତି ପାଇବେ ମୁକ୍ତି? | Dr Shakti Prasad Choudhury on Gas & Acidity in Odia
516 910 просмотров · 5 лет назад
Swasthya Plus Odia
805 тыс. подписчиков
516 910 просмотров · 5 лет назад
#Gastritis #Acidity #OdiaHealthTips #DoctorAdvice
ବର୍ତ୍ତମାନ ସମୟରେ ଗ୍ୟାସ ଓ ଏସିଡିଟି ସମସ୍ୟାକୁ ନେଇ ଅନେକ ଚିନ୍ତିତ। ଖାଦ୍ୟପେୟରେ ଅନିୟମିତତା ଯଥା ଅଧିକ ଫାଷ୍ଟ ଫୁଡ୍ ସେବନ, ଠିକ୍ ସମୟରେ ନ ଖାଇବା ଏବଂ ବ୍ୟାୟାମ ଅଭାବ କାରଣରୁ ଏହି ସମସ୍ୟା ବଢ଼ିବାରେ ଲାଗିଛି। ତେବେ କେମିତି ଗ୍ୟାସ ଆଉ ଏସିଡିଟି ସମସ୍ୟାରୁ ମୁକ୍ତି ପାଇବେ? ବିଶିଷ୍ଟ ପେଟ ଓ ଯକୃତ ରୋଗ ବିଶେଷଜ୍ଞ ଡାକ୍ତର ଶକ୍ତି ପ୍ରସାଦ ଚୌଧୁରୀଙ୍କଠାରୁ ଆସନ୍ତୁ ଏବିଷୟରେ ଜାଣିବା।
ଏହି ଭିଡିଓରେ ରହିଛି,
ଗ୍ୟାସ୍ ଓ ଏସିଡିଟି କ’ଣ? (0:00)
ଗ୍ୟାସ୍ ଓ ଏସିଡିଟିର ଲକ୍ଷଣ (1:13)
ଗ୍ୟାସ୍ ଓ ଏସିଡିଟିର କାରଣ (2:45)
ଏସିଡିଟି ଯୋଗୁଁ ହେଉଥିବା ସମସ୍ୟା (5:56)
କେତେବେଳେ ଡାକ୍ତରଙ୍କ ପାଖକୁ ଯିବେ? (6:28)
ଗ୍ୟାସ୍ ଓ ଏସିଡିଟିର ଚିକିତ୍ସା (7:37)
ଗ୍ୟାସ୍ ଓ ଏସିଡିଟିକୁ ରୋକିବେ କେମିତି? (10:34)
Nowadays, gas and acidity problems are more common. Many are worried about this problem. This exacerbated by irregularities in food intake such as excessive fast food intake, untimely eating, and lack of exercise. So what is the treatment of Gas and Acidity Problems? Let us find out from Dr Shakti Prasad Choudhury, a Gastroenterologist.
In this video,
What is Gas and Acidity Problem? (0:00)
Symptoms of Gas and Acidity (1:13)
Causes of Gas and Acidity (2:45)
Problems caused by Acidity (5:56)
When to go to the doctor? (6:28)
Treatment of Gas and Acidity (7:37)
How to prevent Gas and Acidity? (10:34)
Subscribe Now & Live a Healthy Life!
ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଯୋଡ଼ି ହେବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ୍ ( / swasthyaplus ) ସବ୍ସ୍କ୍ରାଇବ୍ କରନ୍ତୁ। ନୂଆ ଭିଡିଓ ସଂପର୍କରେ ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନ୍କୁ ଦବାନ୍ତୁ। ‘ସ୍ୱାସ୍ଥ୍ୟ ପ୍ଲସ୍’ର ଭିଡିଓ ଲିଙ୍କ୍ ଅନ୍ୟମାନଙ୍କ ସହ ମଧ୍ୟ ସେୟାର କରନ୍ତୁ। - ‘ସ୍ୱାସ୍ଥ୍ୟ ପ୍ଲସ୍’ ଟିମ୍
ଓଡ଼ିଶାର ପ୍ରଥମ ସ୍ଵାସ୍ଥ୍ୟ ପୋର୍ଟାଲ https://www.swasthya.plus ଲେଖା ଓ ଭିଡିଓ ମାଧ୍ୟମରେ ସ୍ୱାସ୍ଥ୍ୟ ସଚେତନତା ସମ୍ପର୍କରେ ବିଭିନ୍ନ ବିଷୟ ଉପସ୍ଥାପନ କରୁଛି। କାରଣ ସ୍ୱାସ୍ଥ୍ୟ ହିଁ ସବୁକିଛି!
For requesting contact details of doctors - please message Swasthya Plus on Facebook: www.facebook.com/SwasthyaPlusOdia).
For feedback and business inquiries, contact Swasthya Plus Odia at hello@odicast.com
Swasthya Plus Odia, Odisha's leading destination for Health Tips & Expert Advice in Odia language on health, hygiene, nutrition, lifestyle, and more!