Перейти к содержимому

ମୋ ସ୍ୱପ୍ନଥିଲା ଭୁବନେଶ୍ୱର ରେ ଘର କରିବି, ଏ ସ୍ବାମୀସ୍ତ୍ରୀ ମତେ ଠକିଦେଲେ ! Property Scam couple duped bbsr

Pratidin TV

0:00 / 0:00

ମୋ ସ୍ୱପ୍ନଥିଲା ଭୁବନେଶ୍ୱର ରେ ଘର କରିବି, ଏ ସ୍ବାମୀସ୍ତ୍ରୀ ମତେ ଠକିଦେଲେ ! Property Scam couple duped bbsr

31 100 просмотров · 7 ч назад
Pratidin TV
1,77 млн подписчиков
31 100 просмотров · 7 ч назад
ମୋ ସ୍ୱପ୍ନଥିଲା ଭୁବନେଶ୍ୱର ରେ ଘର କରିବି, ଏ ସ୍ବାମୀସ୍ତ୍ରୀ ମତେ ଠକିଦେଲେ ! ଅଭିଯୁକ୍ତ ଦମ୍ପତି ନିଜକୁ ବଡ଼ ଶିଳ୍ପପତି ବୋଲି ପରିଚୟ ଦେଇ ପୀଡ଼ିତଙ୍କ ବିଶ୍ୱାସ ଜିତିଥିଲେ। ସେମାନେ ଭୁବନେଶ୍ୱରର ଅତ୍ୟନ୍ତ ମୂଲ୍ୟବାନ ଟଙ୍କପାଣି ରୋଡ୍ ଅଞ୍ଚଳରେ ଏକ ଘର ଏବଂ ପ୍ରାଇମ୍ ପ୍ଲଟ୍ ଯୋଗାଇଦେବାକୁ ପ୍ରତିଶ୍ରୁତି ଦେଇଥିଲେ।• ଏହି ଆକର୍ଷଣୀୟ ଡିଲ୍ ଏବଂ ସେମାନଙ୍କ ନକଲି ଶିଳ୍ପପତି ପରିଚୟରେ ଭାସିଯାଇ ପୀଡ଼ିତ ଜଣକ ଅଭିଯୁକ୍ତଙ୍କ ଆକାଉଣ୍ଟକୁ ୧.୫ କୋଟି ଟଙ୍କା ଟ୍ରାନ୍ସଫର କରିଥିଲେ। ଟଙ୍କା ପାଇବା ପରେ ଦମ୍ପତି ଜଣକ ନା ଜମି ଦେଇଥିଲେ ନା ଟଙ୍କା ଫେରସ୍ତ କରିଥିଲେ। Property Scam couple duped bbsr #Bhubaneswar #LandFraud #CommissioneratePolice #CrimeNews #OdishaNews #PropertyScam Vist our Website :https://www.pratidintv.com/ Like Our Facebook Page:   / pratidinodisha   Folllow Us Instagram :-https://www.instagram.com/pratidintv/... Follow On X :- https://x.com/pratidin_tv Subscribe To Our YouTube Channel:    / @pratidintvodisha   #PratidinTv #PratidinNews #OdishaNews #LatestNews #LatestUpdate #PratidinTvOdisha