Перейти к содержимому

ଘରେ ମିଳିବ ମାନସିକ ଶାନ୍ତି ଓ ସକରାତ୍ମକ ଶକ୍ତି | Jayguru

Jayguru Prarthana

0:00 / 0:00

ଘରେ ମିଳିବ ମାନସିକ ଶାନ୍ତି ଓ ସକରାତ୍ମକ ଶକ୍ତି | Jayguru

3 407 просмотров · 2 недели назад
Jayguru Prarthana
40,7 тыс. подписчиков
3 407 просмотров · 2 недели назад
ଏହି ୩ଟି ପଦ୍ଧତି ଆପଣାନ୍ତୁ | ଘରେ ମିଳିବ ମାନସିକ ଶାନ୍ତି ଓ ସକାରାତ୍ମକ ଶକ୍ତି. ଜୟଗୁରୁ ପ୍ରାର୍ଥନା କରି ଆପଣ ଘରେ ଶାନ୍ତି ପାଇଁ ୩ଟି ସରଳ ଉପାୟ ଅନୁସରଣ କରିପାରିବେ। ଅନୁକୂଳ ଠାକୁର ଆଲୋଚନା, ସତ୍‌ସଙ୍ଗ, ଅନୁକୂଳ ଠାକୁର ଗାନ ଏବଂ ଅନୁକୂଳ ଠାକୁର ପ୍ରାର୍ଥନା ଆଦି କରି ଆପଣ ମାନସିକ ଶାନ୍ତି ଓ ସକରାତ୍ମକ ଶକ୍ତି ଲାଭ କରିପାରିବେ। ଏମିତି ଡାକ ପ୍ରଭୁ ଅତି ଶୀଘ୍ର ଶୁଣନ୍ତି, ଜୟ ଗୁରୁ କହିଲେ କଣ ହୁଏ ଆଦି ବିଷୟ ଏଥିରେ ଆଲୋଚନା କରାଯାଇଛି। ଆପଣ ଏଇ ତିନୋଟି ପଦ୍ଧତି ଅନୁସରଣ କରି ଆପଣା ଘରେ ମାନସିକ ଶାନ୍ତି ଓ ସକରାତ୍ମକ ଶକ୍ତି ଲାଭ କରିପାରିବେ। #Jayguru #SriSriThakurAnukulchandra #Jagannath #JayguruPrarthana #OdiaSpiritual #ManasikaShanti #PositiveEnergy #NamaJapa #Istabhriti #JagannathBhajan #Satsang #OdiaMotivation