Перейти к содержимому

ମହାନଦୀର ଭୟଙ୍କର ରୂପ | Odisha Reporter

Odisha Reporter

0:00 / 0:00

ମହାନଦୀର ଭୟଙ୍କର ରୂପ | Odisha Reporter

2 144 просмотра · 2 дня назад
Odisha Reporter
2,98 млн подписчиков
2 144 просмотра · 2 дня назад
ମହାନଦୀରେ ମାଡ଼ି ଆସୁଛି ପାଣି । ତଳିଆ ଅଞ୍ଚଳରେ ଛନକା । ଫୁଲୁଛି ହୀରାକୁଦ, ଖୋଲିଲା ଆଉ ୨ଟି ଗେଟ୍ । ଏବେ ୨୪ଟି ଗେଟ୍ ଦେଇ ହୀରାକୁଦରୁ ବନ୍ୟାଜଳ ନିଷ୍କାସନ ହେଉଛି । ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ୬୨୮.୧୯ ଫୁଟ୍ ରହିଛି। ପ୍ରତି ସେକେଣ୍ଡରେ ହାରାହାରି ୩ ଲକ୍ଷ ୩୯ ହଜାର ୧୮ କ୍ୟୁସେକ୍ ଜଳ ପ୍ରବେଶ କରୁଥିବା ବେଳେ ୩ ଲକ୍ଷ ୬୪ ହଜାର ୪୩୨ କ୍ୟୁସେକ୍ ଜଳ ନିଷ୍କାସିତ ହେଉଛି। #MahanadiFlood #HirakudDam #OdishaFlood #Mahanadi #Hirakud #Mundali #FloodAlert #FloodUpdate Odisha Reporter is one of the best Odia news portal in Odisha. Get all the news updates in Odia. ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ | YouTube: http://bit.ly/OdishaReporteronYouTube Web: http://odishareporter.in Facebook:   / odishareporter   Twitter:   / odishareporter   Telegram: https://telegram.me/Odisha_Reporter_o... Instagram:   / odishareporter_official   #OdishaReporter