Перейти к содержимому

ଛାଡ଼ି ଅଯୋଧ୍ୟା ଭୁବନ ନଯା ରାମ ରେ || ଓଡ଼ିଆ ଭଜନ || ଓଡିଶା ଭଜନ ସଙ୍ଗୀତ

Odisha bhajana sangita

0:00 / 0:00

ଛାଡ଼ି ଅଯୋଧ୍ୟା ଭୁବନ ନଯା ରାମ ରେ || ଓଡ଼ିଆ ଭଜନ || ଓଡିଶା ଭଜନ ସଙ୍ଗୀତ

134 просмотра · 2 дня назад
Odisha bhajana sangita
168 подписчиков
134 просмотра · 2 дня назад
ଛାଡ଼ି ଅଯୋଧ୍ୟା ଭୁବନ ନଯା ରାମ ରେ ଓଡ଼ିଆ ଭଜନ ଓଡିଶା ଭଜନ ସଙ୍ଗୀତ #odiabhajan #odiasong #jayjagganath #jagganath #kirtan #krishnabhajan #bhajan #jagannath #newsong #bhajan #odiasong #jagannath song lyrics----- ଛାଡ଼ି ଅଯୋଧ୍ୟା ଭୁବନ ନଯା ରାମ ରେ ମୋ ବା ପ ଧନ ଗଲେ ବନସ୍ତେ ପାଇବୁ ରାମ ଚନ୍ଦ୍ର ହେ ବହୁ କଷଣ ଛାଡ଼ି ଅଯୋଧ୍ୟା ଭୁବନ ନଯା ରାମ ରେ ମୋ ବା ପ ଧନ ଗଲେ ବନସ୍ତେ ପାଇବୁ ରାମ ଚନ୍ଦ୍ର ହେ ବହୁ କଷଣ ଗଜଦନ୍ତ ପଲଙ୍କରେ ନିଦ୍ରା ନ ଆସଇ ପାରେ (୨ ) ଗଜଦନ୍ତ ପଲଙ୍କରେ ନିଦ୍ରା ନ ଆସଇ ପାରେ (୨ ) ବନେ ପତ୍ର ଶଯ୍ୟା କରି ରାମ ଚନ୍ଦ୍ର ରେ କାଟିବୁ ଦୀନ ଛାଡ଼ି ଅଯୋଧ୍ୟା ଭୁବନ ନଯା ରାମ ରେ ମୋ ବା ପ ଧନ ଗଲେ ବନସ୍ତେ ପାଇବୁ ରାମ ଚନ୍ଦ୍ର ହେ ବହୁ କଷଣ ସୁବର୍ଣ୍ଣ ଥାଳିରେ ଅର୍ଣ୍ଣ ନ ରୁଚଇ ବାପଧନ (୨ ) ସୁବର୍ଣ୍ଣ ଥାଳିରେ ଅର୍ଣ୍ଣ ନ ରୁଚଇ ବାପଧନ (୨ ) ବନେ କଶା ଫଳ ଖାଈ ରାମ ଚନ୍ଦ୍ର ହେ କାଟିବୁ ତୁ ଦୀନ ଛାଡ଼ି ଅଯୋଧ୍ୟା ଭୁବନ ନଯା ରାମ ରେ ମୋ ବା ପ ଧନ ଗଲେ ବନସ୍ତେ ପାଇବୁ ରାମ ଚନ୍ଦ୍ର ହେ ବହୁ କଷଣ ମାତା ପିତା ଙ୍କ ଆଦେଶ ମାନୀ ଚଉଦ ବରଷ(୨ ) ମାତା ପିତା ଙ୍କ ଆଦେଶ ମାନୀ ଚଉଦ ବରଷ(୨ ) ବନେ ନ ଗଲେ ନ ଚଳେ ରାମ ଚନ୍ଦ୍ର ହେ ସତ୍ୟ ବଚ୍ଚନ ଛାଡ଼ି ଅଯୋଧ୍ୟା ଭୁବନ ନଯା ରାମ ରେ ମୋ ବା ପ ଧନ ଗଲେ ବନସ୍ତେ ପାଇବୁ ରାମ ଚନ୍ଦ୍ର ହେ ବହୁ କଷଣ କହେ ଜଗନ୍ନାଥ ଦାସ ଶ୍ରୀରାମ ଚରଣେ ଆସ (୨ ) କହେ ଜଗନ୍ନାଥ ଦାସ ଶ୍ରୀରାମ ଚରଣେ ଆସ (୨ ) ବନେ ଚଳି ଗଲେ ରାମ ଲକ୍ଷ୍ମଣ ସୀତା ତିନି ଜଣ ଛାଡ଼ି ଅଯୋଧ୍ୟା ଭୁବନ ନଯା ରାମ ରେ ମୋ ବା ପ ଧନ ଗଲେ ବନସ୍ତେ ପାଇବୁ ରାମ ଚନ୍ଦ୍ର ହେ ବହୁ କଷଣ ଛାଡ଼ି ଅଯୋଧ୍ୟା ଭୁବନ ନଯା ରାମ ରେ ମୋ ବା ପ ଧନ ଗଲେ ବନସ୍ତେ ପାଇବୁ ରାମ ଚନ୍ଦ୍ର ହେ ବହୁ କଷଣ