Перейти к содержимому

ହ୍ୟୁମାନକୁ ଝୁରୁଛି | ସେ ସମୟ ଆଉ ଫେରିବନି | Prem Anand | Newsroom Face 2 Face | Episode 5

OTV

0:00 / 0:00

ହ୍ୟୁମାନକୁ ଝୁରୁଛି | ସେ ସମୟ ଆଉ ଫେରିବନି | Prem Anand | Newsroom Face 2 Face | Episode 5

9 642 просмотра · 1 день назад
OTV
12,5 млн подписчиков
9 642 просмотра · 1 день назад
ଗୀତର ସ୍ୱର… ସଙ୍ଗୀତର ଯାଦୁ… ଆଉ ଜଣେ ସଙ୍ଗୀତକାରଙ୍କ ଦୀର୍ଘ ଯାତ୍ରାର ଅନେକ ଅକୁହା କାହାଣୀ । ଓଡ଼ିଆ ସଙ୍ଗୀତ ଜଗତର ଜଣେ ପରିଚିତ ସଙ୍ଗୀତ ନିର୍ଦ୍ଦେଶକ ପ୍ରେମ ଆନନ୍ଦ। ଓଡ଼ିଆ ସିନେମା ଓ ସଙ୍ଗୀତ ଜଗତରେ ନିଜର ସ୍ୱତନ୍ତ୍ର ମ୍ୟୁଜିକାଲ୍ ଷ୍ଟାଇଲ୍ ଓ ଅନେକ ଲୋକପ୍ରିୟ ଗୀତ ମାଧ୍ୟମରେ ସେ ନିଜର ଏକ ପରିଚୟ ତିଆରି କରିଛନ୍ତି । ଏବେ ସେ ବଲିଉଡ୍ ମୁହାଁ । ଏଥର Newsroom Face 2 Faceରେ ପ୍ରେମ ଆନନ୍ଦଙ୍କ ସହ ଏକ ମନଖୋଲା ଓ କ୍ୟାନଡିଡ୍ ଆଲୋଚନା । ଏପିସୋଡରେ ଅଛି:- କେଉଁଠୁ ଆରମ୍ଭ ହୋଇଥିଲା ସଙ୍ଗୀତର ଯାତ୍ରା ଓଡ଼ିଶାରେ ଗୋଡ଼ଟଣା ନୀତି ଓ କଣ୍ଟ୍ରୋଭର୍ସି ହ୍ୟୁମାନ ସାଗରଙ୍କ ସହ ସମ୍ପର୍କ ଓ କାମ ବନ୍ଧୁ ଅଭିଜିତ୍ ମଜୁମଦାର୍ ବଦଳିଯାଇଥିବା ସମୟ ଓ ଅତୀତର ସ୍ମୃତି ସ୍ମୃତିର ପୁରୁଣା ଅଲବମ୍ ଓ ଅସରନ୍ତି କଥା କିଛି ଗୀତ ଓ ସଂଗୀତ - ଯାହା ସବୁଦିନ ମନେ ରହିବ ଆଉ କିଛି ଅନ୍ତରଙ୍ଗ ଆଲୋଚନା ଆପଣଙ୍କୁ ଏହି ଆଲୋଚନା ଭଲ ଲାଗିଲେ Like, Comment & Share କରନ୍ତୁ। ଏଭଳି ମନଖୋଲା ଓ ଗଭୀର ଆଲୋଚନା ପାଇଁ Channelକୁ Subscribe କରନ୍ତୁ। #OTV #OdishaTV #NewsroomFace2Face #PremAnand #ପ୍ରେମଆନନ୍ଦ #PremAnandInterview #OdiaMusic #OdiaMusicDirector #OdiaComposer #OdiaSongs #OdiaFilmMusic #OdiaCinema #Ollywood #OdiaEntertainment #OdiaMusicIndustry #MusicDirector #Composer #MusicInterview #OdiaInterview #CandidInterview #Odisha #Odia #NewsroomFace2FaceEpisode5 For latest news updates follow us on WhatsApp: https://whatsapp.com/channel/0029VaYN... OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts. Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile. Stay tuned for all the breaking news ! Visit Our Website https://odishatv.in/ News In Odia: http://otvkhabar.in/ Android App: https://bit.ly/OTVAndroidApp iOS App: https://bit.ly/OTViOSApp Watch Live: https://odishatv.in/live-tv YouTube: https://goo.gl/Ehz6OP Watch our latest news in English: https://bit.ly/3wTgKxc Facebook:   / otvkhabar   OTV English Facebook :   / otvnews   Telegram @otvtelegram @otvkhabar Twitter:   / otvnews   Instagram:   / otvnews   #OdishaTV #OTV