Перейти к содержимому

ଶ୍ରୀ ଶ୍ରୀ ରୁଦ୍ରନାଥ ବାବାଙ୍କ ମନ୍ଦିର ପୁନଃ ଉଦ୍ଧାର

Trails & Tales with Dinesh

0:00 / 0:00

ଶ୍ରୀ ଶ୍ରୀ ରୁଦ୍ରନାଥ ବାବାଙ୍କ ମନ୍ଦିର ପୁନଃ ଉଦ୍ଧାର

671 просмотр · 11 дней назад
Trails & Tales with Dinesh
102 подписчика
671 просмотр · 11 дней назад
ଦୀର୍ଘ ୪୬ ବର୍ଷ ଧରି ପରିତ୍ୟକ୍ତ ଅବସ୍ଥାରେ ଅପୂଜା ପଡ଼ି ରହିଥିବା ସୁବର୍ଣ୍ଣପୁର ର ଅଷ୍ଟ ଶମ୍ଭୁଙ୍କ ମଧ୍ୟରୁ ଜଣେ ବାବା ଶ୍ରୀ ଶ୍ରୀ ରୁଦ୍ରନାଥ ମହାଦେବଙ୍କ ମନ୍ଦିର ପୁନଃ ଉଦ୍ଧାର କରାଯାଇ ବର୍ତ୍ତମାନ ବାବା ବିଧି ବିଧାନ ସହିତ ନିତ୍ୟ ପୂଜା ପାଉଛନ୍ତି। ଆସନ୍ତୁ ଶୁଣିବା ଏହି ମନ୍ଦିର ପୁନଃ ଉଦ୍ଧାର ପଛରେ ରହିଥିବା ପ୍ରଚେଷ୍ଠା ତଥା ଘଟଣାବଳୀ , ସୋନପୁର ଉପଜିଲ୍ଲାପାଳ ତଥା ନିର୍ବାହୀ ଅଧିକାରୀ, ଦେବୋତ୍ତର, ଡଃ ସୌମ୍ୟ ରୂପା ରଥଙ୍କ ମୁହଁରୁ