ଷ୍ଟ୍ରୋକ୍ର ଲକ୍ଷଣ ଜାଣନ୍ତୁ, ଜୀବନ ବଞ୍ଚାନ୍ତୁ | Recognise the Signs of Stroke | Dr Ashok Kumar Mahapatra
Swasthya Plus Odia
0:00 / 0:00
ଷ୍ଟ୍ରୋକ୍ର ଲକ୍ଷଣ ଜାଣନ୍ତୁ, ଜୀବନ ବଞ୍ଚାନ୍ତୁ | Recognise the Signs of Stroke | Dr Ashok Kumar Mahapatra
6 918 просмотров · 15 ч назад
Swasthya Plus Odia
808 тыс. подписчиков
6 918 просмотров · 15 ч назад
ପଦ୍ମଶ୍ରୀ ଡାକ୍ତର ଅଶୋକ କୁମାର ମହାପାତ୍ର ଭାରତର ଜଣେ ପ୍ରଖ୍ୟାତ ନ୍ୟୁରୋସର୍ଜନ ଏବଂ ଚିକିତ୍ସା କ୍ଷେତ୍ରର ଅଗ୍ରଣୀ ବ୍ୟକ୍ତିତ୍ୱ।ଚାରି ଦଶକରୁ ଅଧିକ ସମୟ ଧରି ସେ ଅସଂଖ୍ୟ ରୋଗୀଙ୍କୁ ନୂଆ ଜୀବନ ଦେବା ସହ ଏମ୍ସ ଭୁବନେଶ୍ୱରର ସ୍ଥାପନା ଓ ବିକାଶରେ ଅଗ୍ରଣୀ ଭୂମିକା ନିଭାଇଛନ୍ତି। ତାଙ୍କର ଦେହାନ୍ତ ଚିକିତ୍ସା ଜଗତ ପାଇଁ ଏକ ଅପୂରଣୀୟ କ୍ଷତି।
ଓଡ଼ିଶାଲାଇଭ୍ର ସ୍ୱତନ୍ତ୍ର ସାକ୍ଷାତକାର କାର୍ଯ୍ୟକ୍ରମ ‘କେତେକଥା’ରେ ସେ ଦେଇଥିଲେ ନିଜ ଜୀବନର ଶେଷ ସାକ୍ଷାତକାର। ଏଥିରେ ସେ ନିଜର ଚିକିତ୍ସା ଯାତ୍ରା, ନ୍ୟୁରୋସର୍ଜରୀ କ୍ଷେତ୍ରର ଅନୁଭବ, ଏମ୍ସ ଭୁବନେଶ୍ୱରର ଗଢ଼ିଉଠିବାର କାହାଣୀ, ଜଗା-କାଳିଆଙ୍କ ବିରଳ ଅସ୍ତ୍ରୋପଚାର ଏବଂ ଡାକ୍ତରୀ ପେଶାର ଆହ୍ୱାନ ସମ୍ପର୍କରେ ଖୋଲାଖୋଲି ଆଲୋଚନା କରିଥିଲେ। ଏହି ସାକ୍ଷାତକାରଟି ଓଡ଼ିଶାଲାଇଭ୍ ପକ୍ଷରୁ ୨୮ ମେ' ୨୦୨୬ରେ ରେକର୍ଡ କରାଯାଇଥିଲା।
ଆଜି ଡାକ୍ତର ଅଶୋକ କୁମାର ମହାପାତ୍ରଙ୍କ ନାହାନ୍ତି ସତ କିନ୍ତୁ ଷ୍ଟ୍ରୋକ୍ ଚିକିତ୍ସା କ୍ଷେତ୍ରରେ ତାଙ୍କର ପରାମର୍ଶ ବହୁତ ଉପଯୋଗୀ। ତାଙ୍କ ସ୍ମୃତି ଓ ଅବଦାନ ସମ୍ପର୍କରେ ଜାଣିବା ପାଇଁ ଦେଖନ୍ତୁ ଏହି ସମ୍ପୂର୍ଣ୍ଣ ସାକ୍ଷାତକାର।
#AshokMohapatra #Stroke #ActFAST
Watch more evidence-based health videos in Odia:
/ swasthyaplus
Swasthya Plus Odia shares evidence-based health videos in Odia, explained by qualified Health Experts across topics such as nutrition, mental health, lifestyle, parenting, and common health conditions.
Medical disclaimer:
This video is for educational purposes only. It is not medical advice, diagnosis, or treatment, and does not create a doctor-patient relationship. Always consult a qualified Health Expert for personal health concerns. In a medical emergency in India, call 112 or seek urgent care.
Explore more health topics and videos:
https://www.swasthya.plus/
For corrections, feedback, partnerships, or Health Expert/profile updates:
hello@swasthyaplus.com