CLASS 8 MATH 🔥 ସଂଖ୍ୟା ଖେଳ | Chapter 5 | ସମସ୍ତ Question Answer | ONE SHOT | Odisha Board
SUBHU SIR
0:00 / 0:00
CLASS 8 MATH 🔥 ସଂଖ୍ୟା ଖେଳ | Chapter 5 | ସମସ୍ତ Question Answer | ONE SHOT | Odisha Board
53 просмотра · 2 дня назад
SUBHU SIR
764 подписчика
53 просмотра · 2 дня назад
ସଂଖ୍ୟା ଖେଳ | Sankhya Khela | Number Play | Class 8 Math | Odisha Board
ଏହି One Shot ଭିଡ଼ିଓରେ ଅଷ୍ଟମ ଶ୍ରେଣୀ ଗଣିତର “ସଂଖ୍ୟା ଖେଳ” ଅଧ୍ୟାୟର ସମସ୍ତ “ନିଜେ କରିଦେଖ” ପ୍ରଶ୍ନଗୁଡ଼ିକୁ ଗୋଟିଏ ଭିଡ଼ିଓରେ step-by-step ସମାଧାନ କରାଯାଇଛି
📚 Class: 8
📖 Subject: Mathematics / ଗଣିତ
📕 Chapter: 5 – ସଂଖ୍ୟା ଖେଳ
🌐 Board: Odisha Board
🎯 Format: ONE SHOT | Question Answer Practice
ଯେଉଁ ଛାତ୍ରଛାତ୍ରୀମାନେ “ସଂଖ୍ୟା ଖେଳ” chapter ର ପ୍ରଶ୍ନଗୁଡ଼ିକୁ practice କରିବାକୁ ଚାହୁଁଛନ୍ତି, ସେମାନଙ୍କ ପାଇଁ ଏହି One Shot ଭିଡ଼ିଓଟି useful ହେବ।
ପ୍ରତ୍ୟେକ ପ୍ରଶ୍ନକୁ ନିଜେ ପ୍ରଥମେ ଭାବନ୍ତୁ, ତାପରେ solution ସହିତ ନିଜ ଉତ୍ତରକୁ ମିଳାନ୍ତୁ।
ଏହି ଭିଡ଼ିଓଟି ଭଲ ଲାଗିଲେ Like କରନ୍ତୁ ଏବଂ Class 8 Math ପାଇଁ Channel କୁ Subscribe କରନ୍ତୁ।
#class8mathodia #OdiaMediumMath #sankhyakhela