Перейти к содержимому

କେମିତି କମିବ ପେଟ? | How to Reduce Belly Fat? in Odia | Weight Loss | Dr Mousumi Mishra

Swasthya Plus Odia

0:00 / 0:00

କେମିତି କମିବ ପେଟ? | How to Reduce Belly Fat? in Odia | Weight Loss | Dr Mousumi Mishra

2 016 282 просмотра · 5 лет назад
Swasthya Plus Odia
806 тыс. подписчиков
2 016 282 просмотра · 5 лет назад
#Obesity #WeightLoss #OdiaHealthTips #DoctorAdvice ଖରାପ ଖାଦ୍ୟାଭ୍ୟାସ ଯେପରିକି ଅଧିକ କ୍ୟାଲୋରିଯୁକ୍ତ ଖାଦ୍ୟ, ଫାଷ୍ଟଫୁଡ୍, ଅଧିକ ମିଠା ଖାଇବା ଯୋଗୁଁ ବ୍ୟକ୍ତି ମୋଟାପଣର ଶିକାର ହେଉଛନ୍ତି। ତେବେ ମୋଟା ହେବାର କାରଣ କ’ଣ? ପେଟର ଚର୍ବି କମିବ କେମିତି? ଏନେଇ ବିଶିଷ୍ଟ ପୁଷ୍ଟିକର ବିଶେଷଜ୍ଞ ଡାକ୍ତର ମୌସୁମୀ ମିଶ୍ର କ’ଣ କହୁଛନ୍ତି, ଅଧିକ ଜାଣନ୍ତୁ। ଏହି ଭିଡିଓରେ ରହିଛି, ମୋଟାପଣ ଚିନ୍ତାର କାରଣ (0:00) ମୋଟା ହେବାର କାରଣ କ’ଣ? (1:23) କେମିତି କମିବ ପେଟର ଚର୍ବି? (3:43) ଅଳ୍ପ ଖାଇଲେ ବି ଓଜନ ବଢ଼ୁଛି କି? (6:09) କ’ଣ ଖାଇବେ, କ’ଣ ଖାଇବେ ନାହିଁ? (7:57) ଶରୀର ପାଇଁ କ୍ଷତିକାରକ ଏହି ୩ ଖାଦ୍ୟ (13:48) ଡାକ୍ତରଙ୍କ ପରାମର୍ଶ (14:24) Poor eating habits such as high-calorie food, fast food, and eating too many sweets can lead to Obesity. How to lose weight? How to reduce belly fat? Let us find out more from Dr Mousumi Mishra, a Nutritionist. In this video, Obesity, a cause for concern (0:00) What causes obesity? (1:23) How to reduce belly fat? (Weight Loss) (3:43) Do you gain weight even if you eat less? (6:09) What to eat, what not to eat? (7:57) These 3 foods are bad for the body (13:48) Doctor's tips (14:24) Subscribe Now & Live a Healthy Life! ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଯୋଡ଼ି ହେବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ୍ (   / swasthyaplus  ) ସବ୍‌ସ୍କ୍ରାଇବ୍ କରନ୍ତୁ। ନୂଆ ଭିଡିଓ ସଂପର୍କରେ ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନ୍କୁ ଦବାନ୍ତୁ। ‘ସ୍ୱାସ୍ଥ୍ୟ ପ୍ଲସ୍’ର ଭିଡିଓ ଲିଙ୍କ୍ ଅନ୍ୟମାନଙ୍କ ସହ ମଧ୍ୟ ସେୟାର କରନ୍ତୁ। - ‘ସ୍ୱାସ୍ଥ୍ୟ ପ୍ଲସ୍’ ଟିମ୍ ଓଡ଼ିଶାର ପ୍ରଥମ ସ୍ଵାସ୍ଥ୍ୟ ପୋର୍ଟାଲ https://www.swasthya.plus ଲେଖା ଓ ଭିଡିଓ ମାଧ୍ୟମରେ ସ୍ୱାସ୍ଥ୍ୟ ସଚେତନତା ସମ୍ପର୍କରେ ବିଭିନ୍ନ ବିଷୟ ଉପସ୍ଥାପନ କରୁଛି। କାରଣ ସ୍ୱାସ୍ଥ୍ୟ ହିଁ ସବୁକିଛି! For requesting contact details of doctors - please message Swasthya Plus on Facebook: www.facebook.com/SwasthyaPlusOdia). For feedback and business inquiries, contact Swasthya Plus Odia at hello@odicast.com Swasthya Plus Odia, Odisha's leading destination for Health Tips & Expert Advice in Odia language on health, hygiene, nutrition, lifestyle, and more!