ଛାରଖାର କଲା ବର୍ଷା, ବୁଡ଼େଇଲାଣି ବନ୍ୟା ! | Heavy Rain Wreaks Havoc in Ganjam! | Odisha Reporter
Odisha Reporter
0:00 / 0:00
ଛାରଖାର କଲା ବର୍ଷା, ବୁଡ଼େଇଲାଣି ବନ୍ୟା ! | Heavy Rain Wreaks Havoc in Ganjam! | Odisha Reporter
2 854 просмотра · 1 день назад
Odisha Reporter
2,98 млн подписчиков
2 854 просмотра · 1 день назад
ଗଭୀର ଅବପାତ ପ୍ରଭାବରେ ଗଂଜାମ ଛାରଖାର । ତିନି ଧରି ଲାଗି ରହିଥିବା ବର୍ଷା ପବନ ଯୋଗୁ ବଢିଛି ଲୋକଙ୍କ ଦୁର୍ଦ୍ଦଶା । ଅସ୍ତବ୍ୟସ୍ତ କରି ପକାଇଲାଣି ଅଦିନିଆ ବନ୍ୟା । କେଉଁଠି ଗଛ ପଡ଼ି ରାସ୍ତା ଜାମ ତ କେଉଁଠି ଉପୁଡି ପଡିଛି ଟ୍ରାନ୍ସଫର୍ମର । ଫଳରେ ଘଣ୍ଟା ଘଣ୍ଟା ଧରି ବିଦ୍ୟୁତ କାଟ୍ ବି ହୋଇଛି ।
#heavyrainfall #ganjam #flood #Odishareporter
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: / odishareporter
Twitter: / odishareporter
Telegram: https://telegram.me/Odisha_Reporter_o...
Instagram: / odishareporter_official
#OdishaReporter