Перейти к содержимому

ଜନସଂଖ୍ୟା ଓ ସୂଚନା ଅଧିକାର – ଜଗଦାନନ୍ଦ | Population & RTI | Jagadananda Exclusive

OdishaLIVE

0:00 / 0:00

ଜନସଂଖ୍ୟା ଓ ସୂଚନା ଅଧିକାର – ଜଗଦାନନ୍ଦ | Population & RTI | Jagadananda Exclusive

3 282 просмотра · 1 день назад
OdishaLIVE
1,21 млн подписчиков
3 282 просмотра · 1 день назад
#କେତେକଥା #Ketekatha - An Open Conversation #Jagadananda #Odisha #SocialDevelopment ଓଡ଼ିଶାଲାଇଭ୍‌ର ସ୍ୱତନ୍ତ୍ର ସାକ୍ଷାତକାର କାର୍ଯ୍ୟକ୍ରମ ‘କେତେକଥା’ରେ ଯୋଡ଼ି ହୋଇଛନ୍ତି ସମାଜସେବୀ ତଥା ସେଣ୍ଟର ଫର୍ ୟୁଥ୍ ଆଣ୍ଡ୍ ସୋସିଆଲ ଡେଭଲପମେଣ୍ଟ (ସିୱାଇଏସଡି)ର ସହ-ପ୍ରତିଷ୍ଠାତା ଜଗଦାନନ୍ଦ। ଦୀର୍ଘ ଦଶନ୍ଧି ଧରି ଓଡ଼ିଶାର ସାମାଜିକ ବିକାଶ, ଗ୍ରାମୀଣ ଲୋକଙ୍କ ସଶକ୍ତୀକରଣ ଏବଂ ଅବହେଳିତ ବର୍ଗଙ୍କ ଅଧିକାର ପାଇଁ କାର୍ଯ୍ୟ କରିଆସିଥିବା ଜଗଦାନନ୍ଦ ଏହି ସାକ୍ଷାତକାରରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ନିଜର ମତ ରଖିଛନ୍ତି। ଓଡ଼ିଶାରେ ହ୍ରାସ ପାଉଥିବା ଜନ୍ମହାର, ଜନସଂଖ୍ୟାର ପରିବର୍ତ୍ତନ ଓ ଏହାର ସାମାଜିକ ପ୍ରଭାବ ନେଇ ସେ ଆଲୋଚନା କରିଛନ୍ତି। ଏଥିସହ ସୂଚନା ଅଧିକାର, ସରକାର ଓ ସାମାଜିକ ଅନୁଷ୍ଠାନ ମଧ୍ୟରେ ସହଭାଗିତା ଏବଂ ସାମାଜିକ ପରିବର୍ତ୍ତନରେ ଯୁବପିଢ଼ିର ଭୂମିକା ଭଳି ବିଭିନ୍ନ ପ୍ରସଙ୍ଗରେ ମଧ୍ୟ ମତ ରଖିଛନ୍ତି। ସମାଜସେବା ଓ ସାମାଜିକ ବିକାଶ କ୍ଷେତ୍ରରେ ଦୀର୍ଘ ବର୍ଷର ଅଭିଜ୍ଞତା ସହ ଜଗଦାନନ୍ଦ ସିୱାଇଏସଡି ମାଧ୍ୟମରେ ଯୁବପିଢ଼ିର ବିକାଶ ଓ ସମାଜର ଉନ୍ନତି ପାଇଁ କାର୍ଯ୍ୟ କରିଛନ୍ତି। ସେ ଓଡ଼ିଶାର ସୂଚନା କମିଶନର ଭାବେ ମଧ୍ୟ ଦାୟିତ୍ୱ ନିର୍ବାହ କରିଛନ୍ତି। ଦେଖନ୍ତୁ ଓଡ଼ିଶାଲାଇଭ୍‌ର ‘କେତେକଥା’ରେ ଜଗଦାନନ୍ଦଙ୍କ ସହ ଏହି ସ୍ୱତନ୍ତ୍ର ସାକ୍ଷାତକାର। Join this channel to get access to perks:    / @odishalive   L I K E || S H A R E || S U B S C R I B E News Website: https://www.odisha.live Facebook:   / odishalive   YouTube:    / odishalive   Twitter:   / odishalive   Instagram:   / odishalive   Click the 'bell' icon and Subscribe! The Event/production is a creation of OdishaLIVE. --- An OdishaLIVE Web Production. www.odisha.live (A Web Initiative of Academy for Media Learning Private Limited) A/23, (Ground Floor) Surya Nagar, Near Hotel Venus, Governor House Road, Bhubaneswar - 751003 (Odisha). Produced and broadcast in public interest. Copyright Statement: All rights reserved 'Academy for Media Learning Private Limited'. This content is available for mass viewing only through this platform or through any other platform as presented by Academy for Media Learning Private Limited from time to time. Any unauthorised download of this content for any personal or commercial use is restricted. Unauthorised use of the content or any part of the same for mass viewing or broadcast or use in other productions without written permission of the producer is illegal and may violate copyright laws.