Перейти к содержимому

ରେଳ ଷ୍ଟେସନ୍‌ ନା ଦୁର୍ଗାପୂଜା ମଣ୍ଡପ ? କୋଲକାତାରେ ଟ୍ରେନ୍‌ ଥିମ୍‌ରେ ମା' ଦୁର୍ଗା | Kolkata Durga Puja 2026

OTV Digital

0:00 / 0:00

ରେଳ ଷ୍ଟେସନ୍‌ ନା ଦୁର୍ଗାପୂଜା ମଣ୍ଡପ ? କୋଲକାତାରେ ଟ୍ରେନ୍‌ ଥିମ୍‌ରେ ମା' ଦୁର୍ଗା | Kolkata Durga Puja 2026

61 003 просмотра · 1 дн. назад
OTV Digital
1,18 млн подписчиков
61 003 просмотра · 1 дн. назад
କୋଲକାତାରେ ଟ୍ରେନ୍‌ ଥିମ୍‌ରେ ମା' ଦୁର୍ଗା ! ଦୁର୍ଗାପୂଜାରେ ନିଆରା ଆକର୍ଷଣ ସାଜିଛି କୋଲକାତାର ଟ୍ରେନ୍‌ ଥିମ୍ ପୂଜା ମଣ୍ଡପ। ରେଳଗାଡ଼ି ଓ ରେଳ ଷ୍ଟେସନ୍‌ର ଝଲକକୁ ନେଇ ପ୍ରସ୍ତୁତ ହୋଇଛି ଏହି ଅଭିନବ ପରିକଳ୍ପନା। କଳା, ସଂସ୍କୃତି ଓ ଆଧୁନିକ ସାଜସଜ୍ଜାର ସମନ୍ୱୟରେ ଟ୍ରେନ୍‌ ଥିମ୍‌କୁ ମିଳିଛି ଏକ ସ୍ୱତନ୍ତ୍ର ରୂପ। ମା' ଦୁର୍ଗାଙ୍କ ଦର୍ଶନ ସହ ରେଳଯାତ୍ରାର ଅନୁଭୂତି ଦେଉଛି ଏହି ନିଆରା ପୂଜା ମଣ୍ଡପ। ରେଳ ଷ୍ଟେସନ୍‌ ନା ପୂଜା ମଣ୍ଡପ ? ଦେଖନ୍ତୁ କୋଲକାତା ଦୁର୍ଗାପୂଜା ୨୦୨୬ର ଏହି ଆକର୍ଷଣୀୟ ଟ୍ରେନ୍‌ ଥିମ୍‌ର ସ୍ୱତନ୍ତ୍ର ଝଲକ, କେବଳ OTV Digitalରେ। ଜୟ ମା' ଦୁର୍ଗା ! #otvdigital #KolkataDurgaPuja2026 #TrainThemePandal #DurgaPuja2026 #KolkataDurgaPuja #TrainTheme #MaaDurga #UniquePandal #DurgaPujaSpecial #OTVDigital #KolkataPandalOdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts. Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile. Stay tuned for all the breaking news ! Visit Our Website https://odishatv.in/ News In Odia: http://otvkhabar.in/ Android App: https://bit.ly/OTVAndroidApp iOS App: https://bit.ly/OTViOSApp Watch Live: https://odishatv.in/live-tv YouTube: https://goo.gl/Ehz6OP Watch our latest news in English: https://bit.ly/3wTgKxc Facebook: / otvkhabar OTV English Facebook : / otvnews Telegram @otvtelegram @otvkhabar Twitter: / otvnews Instagram: / otvnews #OdishaTV #OTV