Перейти к содержимому

Probation Not Over, Bribery Allegation Hits Baliapal Sub-Registrar Manisha Mishra| Odisha Reporter

Odisha Reporter

0:00 / 0:00

Probation Not Over, Bribery Allegation Hits Baliapal Sub-Registrar Manisha Mishra| Odisha Reporter

918 просмотров · 49 мин. назад
Odisha Reporter
2,99 млн подписчиков
918 просмотров · 49 мин. назад
ଚାକିରିକୁ ମାତ୍ର ୨ ବର୍ଷ... ଏଯାଏଁ ସରିନି ପ୍ରୋବେସନ୍ ପିରିୟଡ୍। ହେଲେ ଲାଞ୍ଚ ଅଭିଯୋଗରେ ଭିଜିଲାନ୍ସ ଜାଲରେ ଫସିଲେ ବାଲିଆପାଳର ସବ୍‌ରେଜିଷ୍ଟ୍ରାର ମନୀଷା ମିଶ୍ର। ଜମି ପଞ୍ଜୀକରଣ ପାଇଁ ୧୦ ହଜାର ଟଙ୍କା ମାଗିଥିବା ଅଭିଯୋଗ। ଶେଷରେ ୭ ହଜାର ଟଙ୍କା ନେବା ବେଳେ ୧୧ ଜଣିଆ ଭିଜିଲାନ୍ସ ଟିମ୍‌ର ଚଢ଼ାଉ। ସରକାରୀ ଚାକିରିର ଆରମ୍ଭରୁ ଲାଞ୍ଚ ଅଭିଯୋଗରେ ଫସିବା ଘଟଣାକୁ ନେଇ ଏବେ ଚର୍ଚ୍ଚା। #ManishaMishra #Baliapal #VigilanceRaid #OdishaVigilance #BriberyCase #SubRegistrar #OdishaNews #BalasoreNews #Corruption #VigilanceTrap #OdishaReporter #BreakingNews #OdishaReporter Odisha Reporter is one of the best Odia news portal in Odisha. Get all the news updates in Odia. ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ | YouTube: http://bit.ly/OdishaReporteronYouTube Web: http://odishareporter.in Facebook:   / odishareporter   Twitter:   / odishareporter   Telegram: https://telegram.me/Odisha_Reporter_o... Instagram:   / odishareporter_official   #OdishaReporter