Перейти к содержимому

SE PREMA II ସେ ପ୍ରେମ ll NEW ODIA CHRISTIAN SONG Il ANANYA SRITAM NANDAN ll BIJAYA MAJHI OFFICIAL II

Bijaya Majhi Official

0:00 / 0:00

SE PREMA II ସେ ପ୍ରେମ ll NEW ODIA CHRISTIAN SONG Il ANANYA SRITAM NANDAN ll BIJAYA MAJHI OFFICIAL II

1 535 347 просмотров · 4 года назад
Bijaya Majhi Official
74,5 тыс. подписчиков
1 535 347 просмотров · 4 года назад
SE PREMO II ସେ ପ୍ରେମ ll NEW ODIA CHRISTIAN SONG Il ANANYA SRITAM NANDAN ll BIJAYA MAJHI OFFICIAL II ଖ୍ରୀଷ୍ଟରେ ବିଶ୍ୱାସୀ ପ୍ରତ୍ୟେକଙ୍କୁ ପ୍ରଭୁ ଯୀଶୁଙ୍କ ସୁମଧୁର ନାମରେ bijay majhi music channel ତରଫରୁ ନମସ୍କାର ଜଣାଉଛୁ। ବର୍ତ୍ତମାନ ପ୍ରଭୁ ଯୀଶୁଙ୍କ କୃଶାର୍ପିତ ଉପରେ ଆଧାରିତ ଏକ ଖ୍ରୀଷ୍ଟୀୟ ସଙ୍ଗୀତ ଆପଣ ମାନଙ୍କ ନିମନ୍ତେ ପ୍ରସ୍ତୁତ କରିଅଛୁ । ଯେଉଁ ଗୀତଟିକୁ ଗାଇଛନ୍ତି ଭାରତର ସୁନାମ ଧନ୍ୟ ଗାୟିକା Ananya sritam nanda , ଗୀତର ସ୍ବର ଓ ରଚନା କରିଛନ୍ତି ଭାଇ ସାଲେମ ଲିମା ଓ ସଙ୍ଗୀତ ପରିଚାଳନା କରିଛନ୍ତି ବାପି ସାମଲ ,ପ୍ରୋଜଜନା କରିଛନ୍ତି ଭାଇ ବିଜୟ ମାଝୀ , ଏହି ଗୀତର full video ବର୍ତ୍ତମାନ ଉନ୍ମୋଚନ ହୋଇଅଛି ଆଶା କରୁଛୁ ଏହି ଗୀତ ଆପଣମାନଙ୍କୁ ଭଲ ଲାଗିବ । ଯଦି ଆପଣ ମାନଙ୍କୁ ଏହି ଗୀତ ଭଲ ଲାଗୁଛି ତେବେ like, share, subscribe ପୁଣି ଆପଣମାନଙ୍କ ମତାମତ comment box re ଦିଅନ୍ତୁ 🙏l Praise the lord. Full Lyrics ସେ ପ୍ରେମ କହିଯାଏ କେତେ କଥା ନୀରବେ(୨) ଅଭୁଲା ସେ ପ୍ରେମ ଚିରନ୍ତନ ପ୍ରେମ ଅପାର ସେ ପ୍ରେମ ମଧୁର ସେ ପ୍ରେମ ପାପୀ ପାଇଁ ଦେଲେ ପ୍ରାଣ କୃଶ ପରେ ଯୀଶୁ ଆମ(୨) ନିଜ ଜୀବନକୁ କଲେ ସେ ଦାନ ୧ ନୀରବରେ କେତେ କଷ୍ଟ ଭୋଗିଥିଲେ ଯୀଶୁ ଆମ ରାଜପୁତ୍ର ହୋଇ ମଧ୍ୟ ସହିଥିଲେ ଅପମାନ କହିଲେନି କଥା ପଦେ ସହିଲେ କେତେ କଷଣ ଜଗତର ପାପ ଭାର ବୋହିଥିଲେ ସେ ରାଜନ ଚିହ୍ନିଲାନି ଏ ଜଗତ ଯୀଶୁଙ୍କୁ କଲା ବିଧିଣ୍ଣ ତଥାପି ଜଗତକୁ କଲେ ପ୍ରେମ ଅଭୁଲା ସେ ପ୍ରେମ ଚିରନ୍ତନ ପ୍ରେମ ଅପାର ସେ ପ୍ରେମ ମଧୁର ସେ ପ୍ରେମ ୨ କଳଙ୍କିତ ଏ ଜଗତେ ପ୍ରେମ ହୋଇଥିଲା ଶୂନ୍ୟ ଆପଣାର ପୁତ୍ରଙ୍କୁ ସେ ପ୍ରେମରେ କଲେ ପ୍ରଦାନ ନିସ୍ପାପ ନିର୍ଦାଗ ଥିଲା ତାଙ୍କ ପୁତ୍ରଙ୍କ ଜୀବନ କୃଶରେ ସେ ସମର୍ପିଲେ ପାପି ମାନବ କାରଣ ଆହା କି ଅସୀମ ପ୍ରେମ କଲେ ପୁତ୍ରଙ୍କୁ ସେ ଦାନ ଅନୁଗ୍ରହ ତାଙ୍କ ଯେ ଅନୁପମ ଅଭୁଲା ସେ ପ୍ରେମ ଚିରନ୍ତନ ପ୍ରେମ ଅପାର ସେ ପ୍ରେମ ମଧୁର ସେ ପ୍ରେମ SONG CREDITS: Based On Crucification Song : Se premo (Studio Version) Singer : Ananya Sritam Nanda (Bollywood singer) Lyrics & Music : Salem Lima Camera : Anil lima Production : BM Music Banner : BM Music Poster Design : Simiya Dalabehera Recording & Mix : Prativa Studio Cuttack (Sundaram ) Editing :Bro Arpan Music Arrangement : Bapi Shamal Special thanks : Amiti Pani , Subhash Majhi &Kulu Majhi    • Видео      • Видео   !!* ANTI-PIRACY WARNING *!! This content is copyright to Bijaya Majhi Official.Any unauthorised reproduction redistribution, re-upload (audio or video) is strictly prohibited of this material. Legal action will be taken against those who violate this copyright material presented.