Перейти к содержимому

ମାତ୍ର ୫ ମିନିଟ୍ ରେ ଚୁଡ଼ା ମୁଢ଼ିରେ ସୁଆଦିଷ୍ଟ ଆଲୁଚପ ବନାନ୍ତୁ 😋 | Easy Chuda Mudhi Aloo Chop Recipe | Odia

Tutu das 239

0:00 / 0:00

ମାତ୍ର ୫ ମିନିଟ୍ ରେ ଚୁଡ଼ା ମୁଢ଼ିରେ ସୁଆଦିଷ୍ଟ ଆଲୁଚପ ବନାନ୍ତୁ 😋 | Easy Chuda Mudhi Aloo Chop Recipe | Odia

759 просмотров · 2 месяца назад
Tutu das 239
1,52 тыс. подписчиков
759 просмотров · 2 месяца назад
ମାତ୍ର ୫ ମିନିଟ୍ ରେ ଚୁଡ଼ା ମୁଢ଼ିରେ ସୁଆଦିଷ୍ଟ ଆଲୁଚପ ବନାନ୍ତୁ 😋 | Easy Chuda Mudhi Aloo Chop Recipe | Odia ନମସ୍କାର ବନ୍ଧୁମାନେ 🙏 ମୁଁ ସ୍ୱାଗତ କରୁଛି ମୋର ଏହି ଛୋଟିଆ channel କୁ ଆଜିର ଭିଡିଓରେ ମାତ୍ର ୫ ମିନିଟ୍ ମଧ୍ୟରେ ଚୁଡ଼ା ଓ ମୁଢ଼ିରେ ସୁଆଦିଷ୍ଟ ଆଲୁଚପ କିପରି ବନାଇବେ ତାହା ଦେଖାଇଛୁ। ଘରେ ଥିବା ସାଧାରଣ ସାମଗ୍ରୀରେ ଏହି ସହଜ ରେସିପି ନିଶ୍ଚୟ ଥରେ ଟ୍ରାଇ କରନ୍ତୁ। 👍 ଭିଡିଓଟି ଭଲ ଲାଗିଲେ Like କରନ୍ତୁ। 💬 Comment କରି ଆପଣଙ୍କ ମତାମତ ଜଣାନ୍ତୁ। 🔔 ଆମ Channel କୁ Subscribe କରି Bell Icon ଦବାନ୍ତୁ। ଧନ୍ୟବାଦ ❤️ your queries #AlooChop #ChudaMudhi #OdiaRecipe #OdiaCooking #EasyRecipe #QuickRecipe #VillageCooking #HomeCooking #SnacksRecipe #CrispyAlooChop #IndianFood #FoodVlog #CookingVideo #OdiaFood #TutuDas239