Перейти к содержимому

ମା’ ମୋ ଭୁବନେଶ୍ୱରୀ /Maa Mo Bhubaneswari ॥Lyrics: ଧୀରେନ୍ଦ୍ର ମିଶ୍ର Dhirendra Mishra@dhirendramishra8540

Dhirendra Mishra8540@D K Mishra

0:00 / 0:00

ମା’ ମୋ ଭୁବନେଶ୍ୱରୀ /Maa Mo Bhubaneswari ॥Lyrics: ଧୀରେନ୍ଦ୍ର ମିଶ୍ର Dhirendra Mishra@dhirendramishra8540

292 просмотра · 4 дн. назад
Dhirendra Mishra8540@D K Mishra
576 подписчиков
292 просмотра · 4 дн. назад
A thought: The Saradiya Puja of Maa Durga is a celebration of womanhood and motherhood.The subjugation of evil forces, desires and sublimating life with purity and virtues is actually a celebration of the creation called Woman. Through these hymns, man connects to the God or Goddesses and through that to the greater human hood. The power that woman is, has been in our consciousness since time immemorial and the illusion that they are second to man is best fit for rejection. They are and would continue to be equal and may be better partners in progress of the Humanity. ମା ଦୁର୍ଗାଙ୍କ ପବିତ୍ର ଚରଣରେ ନିଜ ମନକୁ ଅର୍ପଣ କରି ଭକ୍ତି, ବିଶ୍ୱାସ ଓ ଆଧ୍ୟାତ୍ମିକ ଶାନ୍ତି ଅନୁଭବ କରନ୍ତୁ। ଏହି ସୁନ୍ଦର ଓଡ଼ିଆ ଭଜନ ଆପଣଙ୍କ ମନରେ ଭକ୍ତିଭାବ ଜାଗ୍ରତ କରିବା ସହ ଶକ୍ତିମୟୀଙ୍କୁ ସ୍ମରଣ କରିବାକୁ ପ୍ରେରଣା ଦେବ। Maa Mo Bhubaneswari is a beautiful Odia devotional bhajan dedicated to Maa Durga. This spiritual bhajan would usher in a feeling of peace, devotion, faith, and positivity into our lives. Listen with devotion and lose yourself in the divine beauty of Maa Bhubaneswari ,the fourth Mahavidya .,ମାଆ ମୋ ଭୁବନେଶ୍ୱରୀ, ମାଆ ମୋ ଭୁବନେଶ୍ୱରୀ, ତୁହି ମୋର ଭକ୍ତି, ତୁହି ମୋର ଶକ୍ତି, ତୁହି ମୋ ଜୀବନଶିରୀ ॥ ମୋର ଅଳିକ ଜୀବନତରୀ, ତୋର ପାଦେ ମୋର କୋଟି ପ୍ରଣାମ, ହୃଦୟର ଆଞ୍ଜୁଳି। ଜୟ ମାଆ ଭୁବନେଶ୍ୱରୀ, ଜୟ ମାଆ ଭୁବନେଶ୍ୱରୀ। ଚନ୍ଦ୍ର ସୂର୍ଯ୍ୟ ତୋର ନୟନ ଦୁଇ, ମାଆ, ଅଞ୍ଜନ ତୋର ଆକାଶ, ପାଦପଦ୍ମ ତୋର ଧରଣୀରାଣୀ, ମାଆ, ଭଙ୍ଗା ମନର ତୁହି ଆଶ ॥ ମାଆ ମୋ ଭୁବନେଶ୍ୱରୀ, ମାଆ ମୋ ଭୁବନେଶ୍ୱରୀ, ତୁହି ମୋର ଭକ୍ତି, ତୁହି ମୋର ଶକ୍ତି, …. ହାତେ ଧରି ପାଶ ମାୟା କରୁ ନାଶ ଅଂକୁଶେ ଧର୍ମ ସ୍ଥାପନା ଅଭୟ ମୁଦ୍ରାରେ ଭୟ କରୁ ଦୂର ବରଦେ ଭରୁ କାମନା ॥ ଅନବସରରେ ସୁଭଦ୍ରା ରୂପରେ ପଦ୍ମ ହସ୍ତା ହେଉ ମାତା କେଉଁ ରୂପେ ଧରୁ ସୁନାର କଳସ କେବେ ପୁସ୍ତକ ଶୋଭିତା ॥ ମାଆ ମୋ ଭୁବନେଶ୍ୱରୀ, ମାଆ ମୋ ଭୁବନେଶ୍ୱରୀ, ତୁହି ମୋର ଭକ୍ତି, ତୁହି ମୋର ଶକ୍ତି, …. ଅନ୍ଧାର ରାତିର ଦୀପ ତୁହି, ଈଶ୍ୱରୀ, ମୋ ଆଶାର ଫୁଲସ୍ତବକ, ପୋଛି ଦେଉ ମୋ ଆଖିର ଲୁହ, ତୋର ମହିମା ଅଟେ ଅକଳ୍ପ ॥ ମାଆ ମୋ ଭୁବନେଶ୍ୱରୀ, ମାଆ ମୋ ଭୁବନେଶ୍ୱରୀ, ତୁହି ମୋର ଭକ୍ତି, ତୁହି ମୋର ଶକ୍ତି, ………. ମହାମାୟା, ମହାବିଦ୍ୟା, ବିଶ୍ୱପରା, ମହାଯୋଗୀ ମାହେଶ୍ୱରୀ, ତୁହି ମାଆ ସାବିତ୍ରୀ, ତୁହି ମାଆ ଗାୟତ୍ରୀ, ବ୍ରାହ୍ମଣୀ, ବ୍ରହ୍ମାକୁମାରୀ। ମାଆ ମୋ ଭୁବନେଶ୍ୱରୀ, ମାଆ ମୋ ଭୁବନେଶ୍ୱରୀ, ତୁହି ମୋର ଭକ୍ତି,…. ତୁହି ମାଆ ପାର୍ବତୀ, ମାତଙ୍ଗୀ, ଚଣ୍ଡିକା, ପଦ୍ମାବତୀ, ନାରାୟଣୀ, ତୁହି ମାଆ ମୋକ୍ଷଦା, ତୁହି ମାଆ ବରଦା, ଦୁର୍ଗା ତୁ ବିଶ୍ୱଜନନୀ। ମାଆ ମୋ ଭୁବନେଶ୍ୱରୀ, ମାଆ ମୋ ଭୁବନେଶ୍ୱରୀ, ତୁହି ମୋର ଭକ୍ତି, ତୁହି ମୋର ଶକ୍ତି, ….। ତୁହି ମାଆ ଶ୍ରୀମୂର୍ତ୍ତି, ତୁହି ମାଆ ଶ୍ରୀତିଥି, କୁମାରୀ, କୋଟି ସବିତା, ତୁହି ଆଦିଶକ୍ତି, ତୁହି ସରସ୍ୱତୀ, ଶ୍ରୀକାନ୍ତା ବିଶ୍ୱବନ୍ଦିତା। ମାଆ ମୋ ଭୁବନେଶ୍ୱରୀ, ମାଆ ମୋ ଭୁବନେଶ୍ୱରୀ, ତୁହି ମୋର ଭକ୍ତି, ତୁହି ମୋର ଶକ୍ତି….. ପଦ୍ମରାଗିଣୀ, ମାଆ ପଦ୍ମାବତୀ, ମାଆ ମୋ ଭୁବନେଶ୍ୱରୀ, ତୋ ପଦେ ପ୍ରଣତି ଢାଳଇ ମୁଁ ନିତି, ଘେନା ହେଉ ମୋର ଗୁହାରି। ମାଆ ମୋ ଭୁବନେଶ୍ୱରୀ, ମାଆ ମୋ ଭୁବନେଶ୍ୱରୀ, ତୁହି ମୋର ଭକ୍ତି, ତୁହି ମୋର ଶକ୍ତି, …. ମୋର ଅଳିକ ଜୀବନତରୀ, ତୋର ପାଦେ ମୋର କୋଟି ପ୍ରଣାମ, ହୃଦୟର ଆଞ୍ଜୁଳି। ମାଆ ମାଆ ……,, ଜୟ ମାଆ ଭୁବନେଶ୍ୱରୀ…….. MY MOTHER BHUVANESHWARI An English Rendering of the Odia Devotional Song (NB: The full English Translation is given in comments section, ss the space here is not sufficient to accommodate) Pallavi (Refrain) O Mother Bhuvaneshwari, my Mother divine, You are my devotion, my strength, my light; You are the glory of this life of mine, ……. Maa mo BhubaneswariOdia Viral Bhajan 2026 | ମା ମୋ ଭୁବନେଶ୍ୱରୀ 🙏❤️ If you love Odia Bhajan, Odia Kirtan, Shakti Vandan, Sri Hari Bhajan, Krishna Bhajan, Vishnu Bhajan, and traditional Odia devotional music, this beautiful bhajan is perfect bliss for your daily prayer, morning meditation, and peaceful spiritual moments. Let the holy name of Sri Sri Bhubaneswari bring happiness, peace, and devotion to your heart. 🙏 ✨ ABOUT THE SONG ✨ Song Title: Maa Mo Bhubaneswari Odia Title: Category: Odia Bhajan | | Devotional Song Language: Odia Genre: Devotional | Bhakti | Spiritual Music Channel: @dhirendramishra8450 🎵 SONG KEYWORDS 🎵 Maa mo Bhubaneswari,Laxmi, Durga, Vidya, Matri, Kali, Danaba Dalini, Bhubaneswari, Odia Bhajan, Odia Kirtan, Odia Devotional Song, New Odia Bhajan 2026, Odia Viral Bhajan, Odia Bhakti Song, Odia Spiritual Music, Odia Bhakti Sangeet, Hari Naam Sankirtan, Hari Bol Kirtan, Lord Vishnu Bhajan, Sri Krishna Bhajan Odia, Krishna Bhajan, Vishnu Devotional Song, Devi Stuti, Dussehra, Jagannath Bhajan, Jagannath Kirtan, Odia Traditional Bhajan, Odia Morning Bhajan, Odia Prayer Song, Odia Hindu Devotional Song, Best Odia Bhajan, Latest Odia Bhajan, Popular Odia Kirtan, Odia Bhajan 2026, Bhakti Geeta Odia, Hari Bhakti Song, Odia Puja Bhajan. ❤️ SUPPORT ODIA music ❤️ If you enjoy listening to Odia Bhajans and devotional songs, please LIKE this video, SHARE it with your family and friends, and leave a COMMENT expressing your devotion to Maa Durga Devi. Subscribe to dhirendramishra8450 for more Odia Bhajans, Krishna Bhajans, Jagannath Bhajans, Hari Kirtans, and beautiful devotional music. 🙏 ଜୟ ମାତା ଦି🙏 🙏 ଜୟ ଜଗନ୍ନାଥ 🙏 May Maa Durga bless everyone with peace, happiness, good health, and endless devotion. #ya devi sarba ɓhuteshu #OdiaBhajan​ #OdiaKirtan​ #sri Durgabhajan​ #OdiaDevotionalSong​ #OdiaBhaktiSong​ #maaNaam​ #Jaimatadi bhajan​ #TariniBhajan​ #DevineChant# Bhakti Sagara Hail Mother Bhuvaneshwari! Hail Mother Bhuvaneshwari!