Перейти к содержимому

ଜୟ ତୁ ମଙ୍ଗଳା ମା ଗୋ | Jaya Tu Mangala Maa Go | MOST POPULAR Maa Mangala Bhajan | Namita Agrawal

Namita Agrawal

0:00 / 0:00

ଜୟ ତୁ ମଙ୍ଗଳା ମା ଗୋ | Jaya Tu Mangala Maa Go | MOST POPULAR Maa Mangala Bhajan | Namita Agrawal

3 800 617 просмотров · 6 лет назад
Namita Agrawal
3,8 млн подписчиков
3 800 617 просмотров · 6 лет назад
🌸 MOST LOVED "MAA MANGLA BHAJAN" 🎶 ଶୁଣନ୍ତୁ "ଜୟ ତୁ ମଙ୍ଗଳା ମା ଗୋ" – ନମିତା ଅଗ୍ରୱାଲଙ୍କ କଣ୍ଠରେ ଏକ ଅନନ୍ୟ ଭଜନ | 🙏 ଲକ୍ଷାଧିକ ଦର୍ଶକଙ୍କ ଆଶୀର୍ବାଦ ଓ ପ୍ରେମରେ ଏହି ଗୀତ ହେଉଛି ସବୁଠୁ ଲୋକପ୍ରିୟ | 📺 Namita Agrawal Official ରେ ଏହି ଭଜନ ମିସ୍ କରନ୍ତି ନାହିଁ! #MostPopularBhajan #OdiaBhajan #MaaMangala #NamitaAgrawal #OdiaBhakti Create Your Reels Here :- https://bit.ly/3CdaSlQ Song : Jay Tu Mangala Maa Go Album : Jay Tu Mangala Maa Album No. : SM -3302 Lyrics : Puratana Singer : Namita Agrawal ------------------------------------------------------------ ♪ Full Song Available on ♪ ►JioSaavn : https://bit.ly/32YXJex ►Wynk : https://bit.ly/3uZqkNE ►Resso : https://bit.ly/3Mr1WOo ►Spotify : https://spoti.fi/2VQvCfY ►Gaana : https://bit.ly/2IqZ0BF ►Apple Music : https://apple.co/3cCpldS ►Amazon Prime Music : https://amzn.to/2VSoO1n ------------------------------------------------------------------- ବୈଶାଖ ମାସର ପ୍ରଥମ ମଙ୍ଗଳବାର କାକଟପୁରର ପ୍ରସିଦ୍ଧ ମା’ ମଙ୍ଗଳାଙ୍କର ମନ୍ଦିରରେ ପାଳିତ ହୋଇଥାଏ ଅନନ୍ୟ ଝାମୁଯାତ୍ରା । ରାଜ୍ୟର ଦେବଦେବୀ ମନ୍ଦିରମାନଙ୍କରେ ପଣା ସଂକ୍ରାନ୍ତି ତିଥିରେ ଝାମୁଯାତ୍ରା ପାଳିତ ହେଉଥିବା ବେଳେ ଏକମାତ୍ର ଶକ୍ତିପୀଠ ମା’ ମଙ୍ଗଳାଙ୍କ ମନ୍ଦିରରେ ଚୈତ୍ର ମାସର ପଞ୍ଚମ ଅଥବା ବୈଶାଖ ମାସର ପ୍ରଥମ ମଙ୍ଗଳବାରରେ ଝାମୁଯାତ୍ରା ଅନୁଷ୍ଠିତ ହୋଇଥାଏ । ମା' ମଙ୍ଗଳାଙ୍କ ବିଗ୍ରହ ବହୁକାଳ ପର୍ଯ୍ୟନ୍ତ ପ୍ରାଚୀ ନଦୀର ଗର୍ଭରେ ଲୁଚିରହିଥିଲେ । ଦିନେ ନଦୀରେ ନିଜର ନାବ ବାହୁଥିବା ବେଳେ ବନ୍ୟା ଆସିବାରୁ, ନାଉରିଆ ଥଳକୂଳ ନପାଇ ଭାସି ଯାଉଥିବା ବେଳେ ମଝି ନଈରେ ତାର ନାବ ସ୍ଥିରହୋଇ ରହିଲା ଓ ନାବ ସହିତ ରକ୍ଷା ପାଇଲା। କିନ୍ତୁ ସେ ଜାଣିପାରିଲା ନାହିଁ ଯେ ସେ କିପରି ରକ୍ଷା ପାଇଲା ଏହିପରି ଚିନ୍ତାରେ ଥିବାବେଳେ ଥରେ ପ୍ରାତଃକାଳରେ ମା’ଙ୍କର ସ୍ୱପ୍ନାଦେଶ ପାଇ[୩] ତାଙ୍କ ବିଗ୍ରହକୁ ନଦୀ ଗର୍ଭରୁ ଉଦ୍ଧାର କରି ନିକଟସ୍ଥ ମଙ୍ଗଳପୁର ଗ୍ରାମରେ ପୂଜାର ବ୍ୟବସ୍ଥା କଲା। କିଛି ସମୟ ଅତିକ୍ରାନ୍ତେ ଏକ କଳା ବର୍ଣ୍ଣର 'କାକ'ଟିଏ ପ୍ରାଚୀ ନଦୀକୁ ଲମ୍ଫ ଦେଲା। ବହୁ ସମୟ, ବହୁଦିନ ଅତିକ୍ରମ କରିଗଲା କିନ୍ତୁ ସେହି କାକଟି ଆଉ ଫେରିଲା ନାଇଁ, କାରଣ ସେ ନଦୀର ଭିତର ପାର୍ଶ୍ୱରେ ଅଟକି ଯାଇଥିଲା, ଯେଉଁ ସ୍ଥାନରେ ନାଉରିଆଟି ମା'ମଙ୍ଗଳାଙ୍କ ପ୍ରତିମୂର୍ତ୍ତିକୁ ପାଇଥିଲା। କିଛି ସମୟ ଅତିକ୍ରମ କଲା ପରେ ମଙ୍ଗଳପୁର ଗ୍ରାମଟି କାକଟପୁର ନାମରେ ନାମିତ ହେଲା। ମା'ଙ୍କୁ କାକଟପୁର ମଙ୍ଗଳା ନାମେ ପରିଚାଳିତ କରାଗଲା। ------------------------------------------------------ Editor : Chandan, Balram, Prasant, Faz, Bikram & Rahul Graphics & Design : Bikash & Tapan 3D Modeling : Adil Ali Khan Digital Grading : Shivananda Jena DI At : Sidharth Studio Camera Associate : Rintu, Narendra & Vicky IT Support : Durga Prasad Das Makeup : Deepak Recorded At : Sidharth Studio Voice Dubbing By : Munna & Pappu Mastering By : Sitaram Agrawal Banner : Sidharth Music Producer : Sitaram Agrawal & Namita Agrawal Music Label : Sidharth Music ------------------------------------------------------------------------------ Set Caller Tune ; Operator Codes: Vodafone Subscribers Dial 53711881465 Airtel Subscribers Dial 5432117358300 Idea Subscribers Dial 53711881465 BSNL (South / East) Subscribers sms BT 11881465 To 56700 Also available on Jio Tunes -------------------------------------------------------------------------------- Watch & Subscribe to our other YouTube Channels: 👉 Namita Agrawal :    / namitaagrawal   👉 Sidharth Music:    / sidharthmusic   👉 Sidharth TV :    / sidharthtv   👉 Sidharth Bhakti:    / sidharthbhakti   ---------------------------------------------------------------- Enjoy & stay connected with us! 👉 Like us on Facebook :   / namitaagrawalofficial   ----------------------------------------------------------------- #SidharthBhakti #SidharthTV #NamitaAgrawal #SidharthMusic #SitaramAgrawal