ତୋ ଆଖି ମୋ ଆଇନା ❤️ | To Aakhi Mo Aaina | Odia Romantic Love Song | Odia Song 2026#viral#odiasong
viru lyrics official
0:00 / 0:00
ତୋ ଆଖି ମୋ ଆଇନା ❤️ | To Aakhi Mo Aaina | Odia Romantic Love Song | Odia Song 2026#viral#odiasong
765 просмотров · 10 дн. назад
viru lyrics official
99 подписчиков
765 просмотров · 10 дн. назад
ତୋ ଆଖି ମୋ ଆଇନା ❤️ | To Aakhi Mo Aaina | Odia Romantic Love Song | Odia Song 2026
❤️ ତୋ ଆଖି ମୋ ଆଇନା — To Aakhi Mo Aaina ❤️
ତା' ଆଖିରେ ଦେଖେ ନିଜର ଦୁନିଆ, ତା' ହସରେ ଖୋଜେ ମନର ଖୁସି… 🥰💖
ଏହି ସୁନ୍ଦର ଓଡ଼ିଆ ରୋମାଣ୍ଟିକ୍ ଗୀତ ପ୍ରେମ, ଭଲପାଇବା ଓ ମନର ମିଠା ଅନୁଭବକୁ ନେଇ ତିଆରି। 🎶🌹
🎧 ଗୀତଟିକୁ ଶେଷ ପର୍ଯ୍ୟନ୍ତ ଶୁଣନ୍ତୁ ଓ ନିଜ ପ୍ରିୟ ମଣିଷକୁ ମନେ ପକାନ୍ତୁ। ❤️
💌 ଗୀତଟି ଭଲ ଲାଗିଲେ: 👍 LIKE କରନ୍ତୁ 💬 COMMENT ରେ ନିଜ ମତାମତ ଦିଅନ୍ତୁ 🔔 ଏମିତି ଆହୁରି ଓଡ଼ିଆ ଗୀତ ପାଇଁ CHANNEL SUBSCRIBE କରନ୍ତୁ।
🌹 Song: ତୋ ଆଖି ମୋ ଆଇନା 🎶 Category: Odia Romantic Song 💖 Mood: Love • Romantic • Melody
ଧନ୍ୟବାଦ ସମସ୍ତ ଓଡ଼ିଆ ସଙ୍ଗୀତପ୍ରେମୀଙ୍କୁ। 🙏❤️
#ToAakhiMoAaina #OdiaSong #OdiaRomanticSong
ସୁନେଲି ସୁନେଲି ଖରା ତୋ ମୁହଁ ସାରା
କେବେ ଦିଶୁ ଗୋଲାପି ତୁ କେବେ ଦିଶୁ ଗୋରା
ତୋ ଓଠରୁ ଝରି ପଡ଼େ
ହସ ଚୁନା ଚୁନା
ତୋ ଆଖି ମୋ ଆଇନା
ତୋ ଆଖି ମୋ ଆଇନା
ତୋ ଆଖି ମୋ ଆଇନା
ମତେ ତ ଉଡେଇ ନିଏ ପବନ ଝୁଲଣା
ଫୁଲଟା ପିନ୍ଧେଇ ଦିଏ ମୋ ଦେହେ ଗହଣା
ତୁମେ ମୋର ପାଖେ ଥିଲେ
କିଛି ମୁଁ ଚାହେନା
ତୋ ଆଖି ମୋ ଆଇନା
ତୋ ଆଖି ମୋ ଆଇନା
ତୋ ଆଖି ମୋ ଆଇନା
ଯେତେ ମୁଁ ଜାଣିଛି ତତେ
ସେତିକି ଟାଣୁଛୁ ମତେ
ହାତରେ ଧରିଛୁ ସତେ
ରେଶମୀ ଡୋରୀ
ଦୋଷ ନୁହେଁ ଏକା ମୋର
ତୁମେ ବି ତ ଯାଦୁଗର
ତୁମେ ତ କରିଛ ମତେ
ମୋ ପାଖୁ ଚୋରି
ସବୁ କିଛି ଉଠେ ଜୀଇଁ, ତୁମେ ଦେଲେ ଛୁଇଁଏ
ପତର ସବୁଜ ହୁଏ, ଭରି ଯାଏ ନଈ
ବନେ ବନେ ନାଚି ଯାଏ, ମୋ ମନ ମଇନା
ତୋ ଆଖି ମୋ ଆଇନା
ତୋ ଆଖି ମୋ ଆଇନା
ତୋ ଆଖି ମୋ ଆଇନା
ଫୁଲର ଖବର ନେଇ
ପବନ ଯାଉଛି ବହି
ତା ମନର ମହୁ ମାଛି
ଡାକିବା ପାଇଁ
ମୁଁ ବି ବସିଛି ଏଠି
ତୋ ଚାହାଣୀ ଚୋରା ଚିଠି
ମୋ ଦୁଇ ହାତରେ ଧରି
ପଢ଼ିବା ପାଇଁ
ତୁମେ ଦେଲେ ଛୁଇଁ ଲାଗେ, ଭଲ ଖାଲି ଭଲ
କଥା କହେ ଫୁଲ ଗଛ, ହସି ଦିଏ ଫୁଲ
ଖାଲି ଖାଲି ଲାଗେ ଏଠି, ସବୁ ତୁମ ବିନା
ତୋ ଆଖି ମୋ ଆଇନା
ତୋ ଆଖି ମୋ ଆଇନା
ତୋ ଆଖି ମୋ ଆଇନା
ତୋ ଆଖି ମୋ ଆଇନା
ତୋ ଆଖି ମୋ ଆଇନା
ତୋ ଆଖି ମୋ ଆଇନା
#ToAakhiMoAaina
#OdiaSong
#OdiaRomanticSong
#OdiaLoveSong
#OdiaMusic
#OdiaHits
#OdiaMelody
#OdiaNewSong2026
#RomanticSong
#LoveSong
#OdiaStatus
#OdiaReels
#OdiaLovers
#OdiaViralSong
#OdiaMusicLovers