Перейти к содержимому

Piles ଅର୍ଶ , Fistula ଭଗନ୍ଦର & Fissure ଫିସର୍ ର ଆୟୁର୍ବେଦିକ ଚିକିତ୍ସା | ଅପରେସନ୍ ବିନା ମିଳିପାରିବ କି ଆରାମ?

Precaution For Health

0:00 / 0:00

Piles ଅର୍ଶ , Fistula ଭଗନ୍ଦର & Fissure ଫିସର୍ ର ଆୟୁର୍ବେଦିକ ଚିକିତ୍ସା | ଅପରେସନ୍ ବିନା ମିଳିପାରିବ କି ଆରାମ?

682 просмотра · 1 дн. назад
Precaution For Health
352 тыс. подписчиков
682 просмотра · 1 дн. назад
ପାଇଲ୍ସ (Piles), ଫିସର୍ (Fissure) ଓ ଫିଷ୍ଟୁଲା (Fistula) ଭଳି ମଳଦ୍ୱାର ସମ୍ବନ୍ଧୀୟ ରୋଗରେ ଅପରେସନ୍ ଜରୁରୀ କି? ଏହି ରୋଗଗୁଡ଼ିକର ଲକ୍ଷଣ, କାରଣ ଓ ଆୟୁର୍ବେଦିକ ଚିକିତ୍ସା ବିଷୟରେ ଜାଣନ୍ତୁ | 🔴 How to Get Relief from Piles, Fistula & Fissure? Know the Ayurvedic Treatment Options! 👨‍⚕️Prof. (Dr.) Rabinarayan Tripathy. MS;PhD Medical Superintendent; Prof. & Head, Department of Shalya Tantra Sri Sri College of Ayurvedic Science & Research Hospital, Sri Sri University, Kataka For Any Queries :📲7008144320 Institution: Sri Sri College of Ayurvedic Science & Research Hospital, Cuttack ଏହି ବିଶେଷ Health Podcast ରେ ଏହି ଆଲୋଚନାରେ Dr. Rabinarayan Tripathy ପାଇଲ୍ସ, ଫିସର୍ ଓ ଫିଷ୍ଟୁଲାର ଚିକିତ୍ସା, କ୍ଷାରସୂତ୍ର (Kshar Sutra) ପଦ୍ଧତି ଏବଂ ଆୟୁର୍ବେଦର ଭୂମିକା ବିଷୟରେ ଆଲୋକପାତ କରିଛନ୍ତି। 🔹 ଅର୍ଶ, ଭଗନ୍ଦର ଓ ଫିସର୍ ମଧ୍ୟରେ ତଫାତ୍ କ’ଣ? 🔹 ଅର୍ଶ, ଭଗନ୍ଦର ଓ ଫିସର୍ ରୋଗଗୁଡ଼ିକର ପ୍ରାରମ୍ଭିକ ଲକ୍ଷଣ କ’ଣ? 🔹 ମଳତ୍ୟାଗ ସମୟରେ ରକ୍ତସ୍ରାବ ଓ ଯନ୍ତ୍ରଣା କାହିଁକି ହୁଏ? 🔹 କ୍ଷାରସୂତ୍ର (Kshar Sutra) ଚିକିତ୍ସା କ’ଣ? 🔹 ପାଇଲ୍ସ ଓ ଫିଷ୍ଟୁଲାରେ ଅପରେସନ୍ ଜରୁରୀ କି? 🔹ଅର୍ଶ, ଭଗନ୍ଦର ଓ ଫିସର୍ ରୋଗରେ କେଉଁ ଖାଦ୍ୟ ଖାଇବେ 🔹ଅର୍ଶ, ଭଗନ୍ଦର ଓ ଫିସର୍ ରୋଗରେ କେଉଁ ଖାଦ୍ୟ ଖାଇବେ ନାହିଁ ? 🔹 ଅର୍ଶ, ଭଗନ୍ଦର ଓ ଫିସର୍ ରୋଗ ଆୟୁର୍ବେଦିକ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ? 📺 ଏପରି ଅଧିକ Health Tips, Doctor Interviews ଓ Health Podcasts ପାଇଁ ଆମ YouTube Channel କୁ Subscribe କରନ୍ତୁ। ⚠️ Disclaimer: ଏହି ଭିଡିଓ କେବଳ ସ୍ୱାସ୍ଥ୍ୟ ସଚେତନତା ପାଇଁ। ଏହା ଡାକ୍ତରଙ୍କ ପରାମର୍ଶର ବିକଳ୍ପ ନୁହେଁ। ଚିକିତ୍ସା ପାଇଁ ଯୋଗ୍ୟ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ। #PrecautionForHealth #Piles #Fistula #Fissure #AyurvedicTreatment #Ksharasutra #AnorectalDiseases #HealthPodcast #OdiaHealthPodcast #OdiaHealthChannel #HealthAwareness #PilesTreatment #FissureTreatment #FistulaTreatment #AyurvedicTreatment #Odisha Piles treatment, Fistula treatment, Fissure treatment, Ayurvedic treatment for piles, Ayurvedic treatment for fistula, Ayurvedic treatment for fissure, Ksharasutra treatment, Piles treatment in Ayurveda, Fistula treatment in Ayurveda, Fissure treatment in Ayurveda, Anorectal diseases, Hemorrhoids treatment, Piles symptoms, Fistula symptoms, Fissure symptoms, Ayurvedic doctor Odisha, Piles treatment in Odia, Fistula treatment in Odia, Fissure treatment in Odia, Ksharasutra treatment in Odisha, Health Podcast Odisha, Precaution For Health, Odia Health Podcast, ---------------Let’s Stay Connected------------------- Connect with us: Website: https://www.mohealth.co.in​​​​​​​​ Facebook:   / precautionfo....  . Twitter:   / precautionfh​​​​​.  . WhatsApp: https://chat.whatsapp.com/LDqLIwLOfZ0.... Precaution For Health ଦ୍ବାରା ପ୍ରସ୍ତୁତ ଏହି ଭିଡିଓଟି ଯଦି ଭଲ ଲାଗିଥାଏ ତେବେ ଆମ channel କୁ Like ଏବଂ Share କରନ୍ତୁ I ଆମ ସହ ଯୋଡିହୋଇ ରହିବା ପାଇଁ ଏବଂ ସବୁଦିନ ନୂଆ ନୂଆ video ର Notification ପାଇବା ପାଇଁ " Precaution For Health " ର YouTube Channelକୁ Subscribe କରନ୍ତୁ ଓ Bell ର Button ନିଶ୍ଚୟ ପ୍ରେସ୍ କରନ୍ତୁ I ଧନ୍ୟବାଦ୍ I