ଦୁଷ୍କର୍ମ ନା ଗଣଦୁଷ୍କର୍ମ ବଡ଼ବଡ଼ିଆ ଲିଙ୍କ୍ | Odisha Reporter
Odisha Reporter
0:00 / 0:00
ଦୁଷ୍କର୍ମ ନା ଗଣଦୁଷ୍କର୍ମ ବଡ଼ବଡ଼ିଆ ଲିଙ୍କ୍ | Odisha Reporter
3 125 просмотров · 4 ч назад
Odisha Reporter
2,99 млн подписчиков
3 125 просмотров · 4 ч назад
ଦୁଷ୍କର୍ମ ନା ଗଣଦୁଷ୍କର୍ମ ବଡ଼ବଡ଼ିଆ ଲିଙ୍କ୍ | Odisha Reporter
ଜଳେଶ୍ୱର ନାବାଳିକା ଦୁଷ୍କର୍ମ ଓ ହତ୍ୟାକାଣ୍ଡରେ ବଢ଼ୁଛି ରହସ୍ୟ! ଦୁଷ୍କର୍ମ ନା ଗଣଦୁଷ୍କର୍ମ? ଘଟଣାସ୍ଥଳରେ ଉପସ୍ଥିତ ଥିଲେ ଆଉ ୩ ଜଣ ସାଙ୍ଗ। ତେବେ ଏହି ଜଘନ୍ୟ ଘଟଣାରେ ସେମାନଙ୍କ ଭୂମିକା କ’ଣ ଥିଲା? ମୁଖ୍ୟ ଅଭିଯୁକ୍ତ ଚନ୍ଦ୍ରକାନ୍ତଙ୍କ ସହ ଅନ୍ୟମାନେ ମଧ୍ୟ ସାମିଲ ଥିଲେ କି? ଏସବୁ ପ୍ରଶ୍ନକୁ ନେଇ ଏବେ ତଦନ୍ତ ଜାରି ରହିଛି। ସୂଚନା ଅନୁସାରେ, ମୁଖ୍ୟ ଅଭିଯୁକ୍ତ ଚନ୍ଦ୍ରକାନ୍ତଙ୍କ ଗିରଫ ପରେ ଅନ୍ୟ ୩ ଜଣ ଅଭିଯୁକ୍ତ ଓ ଜଣେ ମହିଳାଙ୍କୁ ଅଜ୍ଞାତ ସ୍ଥାନକୁ ନେଇ ପଚରାଉଚରା କରିଛି ପୋଲିସ। ତଦନ୍ତ ବେଳେ ମିଳିଥିବା ସୁରାକକୁ ନେଇ ତଦନ୍ତ ଆଗକୁ ବଢ଼ୁଥିବା କୁହାଯାଉଛି। ଅଟକ ଥିବା ତିନି ଜଣଙ୍କ ମଧ୍ୟରୁ ଜଣେ ଦିବ୍ୟାଙ୍ଗ, ଜଣେ ନାବାଳକ ଏବଂ ଅନ୍ୟ ଜଣେ ପ୍ରଭାବଶାଳୀ ବ୍ୟକ୍ତିଙ୍କ ପୁଅ ବୋଲି ଦାବି କରାଯାଉଛି। ତେବେ ଘଟଣାରେ ଅନ୍ୟମାନଙ୍କ ସମ୍ପୃକ୍ତି ରହିଛି କି ନାହିଁ, ତାହା ପୋଲିସ ତଦନ୍ତ ପରେ ସ୍ପଷ୍ଟ ହେବ। ନାବାଳିକାଙ୍କ ପ୍ରତି ହୋଇଥିବା ଅପରାଧର ସତ ସାମ୍ନାକୁ ଆସିବ କେବେ? କାହାର ରହିଛି ଲିଙ୍କ୍? ଦେଖନ୍ତୁ ଏହି ବିଶେଷ ରିପୋର୍ଟ।ଓଡ଼ିଶାର ବଡ଼ ଖବର, ଅପରାଧ ଓ ତଦନ୍ତ ସମ୍ପର୍କିତ ଅପଡେଟ୍ ପାଇଁ ଦେଖୁଥାନ୍ତୁ Odisha Reporter।
#OdishaReporter #JaleswarCase #CrimeNews #OdishaCrime #Investigation #MinorGirlCase #JusticeForVictim #OdishaNews #BreakingNews #PoliceInvestigation #ଜଳେଶ୍ୱର #ଦୁଷ୍କର୍ମମାମଲା #ହତ୍ୟାକାଣ୍ଡ #ପୋଲିସତଦନ୍ତ #ଅପରାଧଖବର #ଓଡ଼ିଶାଖବର
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: / odishareporter
Twitter: / odishareporter
Telegram: https://telegram.me/Odisha_Reporter_o...
Instagram: / odishareporter_official
#OdishaReporter