Перейти к содержимому

🙏 ସାରଙ୍ଗପୁର ହନୁମାନଜୀ ଦର୍ଶନ ❤️ | ବରୋଦାରା ମନ୍ଦିର ଭ୍ଲଗ୍ | Odia Vlog

Jyotishree Das

0:00 / 0:00

🙏 ସାରଙ୍ଗପୁର ହନୁମାନଜୀ ଦର୍ଶନ ❤️ | ବରୋଦାରା ମନ୍ଦିର ଭ୍ଲଗ୍ | Odia Vlog

275 просмотров · 6 дн. назад
Jyotishree Das
12 подписчиков
275 просмотров · 6 дн. назад
🙏 ଜୟ ଶ୍ରୀ ରାମ 🚩 ଜୟ ହନୁମାନ 🙏 ନମସ୍କାର ମୋର ସବୁ ପ୍ରିୟ ବନ୍ଧୁମାନଙ୍କୁ ❤️ ଆଜିର ଏହି ଭ୍ଲଗ୍‌ରେ ଆମେ ଯାଇଥିଲୁ ସାରଙ୍ଗପୁର ହନୁମାନଜୀଙ୍କ ଦର୍ଶନ କରିବା ପାଇଁ। 🙏❤️ ମନ୍ଦିରର ସୁନ୍ଦର ପରିବେଶ ଓ ହନୁମାନଜୀଙ୍କ ଦର୍ଶନ ଆପଣମାନଙ୍କ ସହ ସେୟାର କରିଛୁ। ଆଶା କରୁଛି ଆମର ଏହି ଛୋଟିଆ ଭ୍ଲଗ୍ ଆପଣମାନଙ୍କୁ ଭଲ ଲାଗିବ। ❤️ ଭିଡିଓଟି ଭଲ ଲାଗିଲେ: 👍 LIKE କରନ୍ତୁ 💬 COMMENT କରି ଜଣାନ୍ତୁ କେମିତି ଲାଗିଲା 🔔 ଆମ ଚ୍ୟାନେଲ୍‌କୁ SUBSCRIBE କରନ୍ତୁ ❤️ ଆମ ସହ ଏମିତି ଆହୁରି ସୁନ୍ଦର ଭ୍ଲଗ୍ ଦେଖନ୍ତୁ। ଆପଣମାନଙ୍କ ଭଲପାଇବା ଆମ ପାଇଁ ବହୁତ ମୂଲ୍ୟବାନ। 🙏 ଜୟ ଶ୍ରୀ ରାମ 🚩 ଜୟ ହନୁମାନ 🙏 SarangpurHanumanji #OdiaVlog #HanumanDarshan #VadodaraVlog #tiki.8.5